ମନୋରଞ୍ଜନ

ଆଉ ନାହାନ୍ତି ୨୬ ବର୍ଷୀୟ ଷ୍ଟାର ସୋଫିଆ ଲିଓନ

(ମୁମ୍ବାଇ) :  ପରଲୋକରେ ଆଡଲ୍ଟ ଷ୍ଟାର ସୋଫିଆ ଲିଓନ । ସୋ‌ଫିଆ ସମସ୍ତଙ୍କୁ ମାତ୍ର ୨୬ ବର୍ଷ ବୟସରେ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି ବୋଲି ଆଡଲ୍ଟ ଷ୍ଟାରଙ୍କ ସାବତ ପିତା ମାଇକ ରୋମେରୋ ନିଶ୍ଚିତ କରିଛନ୍ତି ।

ସୂଚନାନୁଯାୟୀ , ଗୋଟିଏ ସପ୍ତାହ ପୂର୍ବରୁ ସୋଫିଆଙ୍କୁ ତାଙ୍କ ବାସଭବନରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମାର୍ଚ୍ଚ ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ସୋଫିଆଙ୍କ ମୃତ୍ୟୁର କାରଣ ରିପୋିର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିବା ବେଳେ ପୁଲିସ ଏଦିଗରେ ତଦନ୍ତ ଆରମ୍ଭ କରି ଦେଇଛି।

Related posts

ଦୁର୍ଘଟଣାର ଶିକାର ହେଲେ କିଙ୍ଗ୍‌ ଖାନ୍

mahabharatanews

ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ତାପସୀ

mahabharatanews

ଅନନ୍ତ ଅମ୍ବାନୀଙ୍କ ପ୍ରି ୱିଡିଂ: ଧୁମ ନାଚିଲେ ସଲମାନ

mahabharatanews