Uncategorized

ମାର୍ଚ୍ଚ ୧ରୁ ୫୦ରୁ ଅଧିକ ଆୟୁ ବର୍ଗ ପାଇଁ  ଟୀକାକରଣ: ୨୭ କୋଟି ଲୋକଙ୍କୁ ଟୀକାଦାନ

ନୂଆଦିଲ୍ଲୀ: ଦେଶରେ ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟକର୍ମୀ, ପୁଲିସ କରୋନା ଯୋଦ୍ଧାଙ୍କୁ ଟୀକା ଦିଆସରିଛି । ଆଗକୁ ୫୦ରୁ ଅଧିକ ବୟସ୍କଙ୍କୁ ଟୀକା ଦେବାକୁ ସମସ୍ତ ରାଜ୍ୟକୁ ପ୍ରସ୍ତୁତ ହେବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୧ ତାରିଖରୁ ଏହି ବର୍ଗଙ୍କ ପାଇଁ ଟୀକାକରଣ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପ୍ରତି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ପତ୍ର ଲେଖିଛନ୍ତି । ଏହି ବର୍ଗର ବ୍ୟାପକତାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସ୍ତୁତ କରିବାକୁ କୁହାଯାଇଛି । ତେଣୁ ସେସବୁଥିରେ କୋଲ୍ଡଚେନର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚିଠିରେ କୁହାଯାଇଛି, ସପ୍ତାହର ୪ ଦିନ ଟୀକାକରଣ କାର୍ଯ୍ୟ ନିଶ୍ଚିତ କରାଯିବ । ମାର୍ଚ୍ଚ ୧ ତାରିଖରୁ ଟୀକାକରଣ ଆରମ୍ଭ ହେବ । ତେଣୁ ରାଜ୍ୟ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାର ସ୍ୱାସ୍ଥ୍ୟବିଭାଗକୁ ଏସମ୍ପର୍କରେ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଛି । ଏହି ବର୍ଗରେ ପ୍ରାୟ ୨୭ କୋଟି ଲୋକଙ୍କୁ ଟୀକାଦାନ କରାଯିବାର ରହିଛି ।

 

Your doctor or pharmacist will explain how you should take the emergency contraceptive pill. cialis drug You should let your doctor or pharmacist know if you are taking any other medicines, as some medicines can interfere with levonorgestrel, reducing its effectiveness.

Related posts

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ୩୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁୁତ୍ତ

mahabharatanews

ଆତଙ୍କବାଦକୁ ନେଇ ଏଫଏଟିଏଫର ପାକ୍କୁ ୧୫୦ଟି ପ୍ରଶ୍ନ

mahabharatanews

ଗମ୍ଭୀରଙ୍କ ଫାଉଣ୍ଡେସନ ବିରୋଧରେ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ମନା

mahabharatanews