ଭାରତ

ମୋରକୋରେ ଭୂକମ୍ପ ,୬.୮ ତୀବ୍ରତା ରେକର୍ଡ 

(ଉତ୍ତର ଆଫ୍ରିକୀୟ) : ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋରକୋ ଅନ୍ତର୍ଗତ ମାରକେସ୍‌ର ଦକ୍ଷିଣପଶ୍ଚିମରେ  ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି । ଶୁକ୍ରବାର ରାତି ୧୧.୧୧ରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି ।Ads by

ସୂଚନାନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଅନ୍ୟୂନ ୨୯୬ଜଣ ଲୋକ ପ୍ରାଣ ହରାଇଥିବା କଥା ଆଜି ସକାଳେ ମୋରକୋର ଗୃହମନ୍ତ୍ରାଳୟ କହିଛି। ଭୂମିକମ୍ପ ଯୋଗୁଁ ଆହତ ହୋଇଥିବା ୧୫୩ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଯାଇଛି। ଅଧିକାଂଶ କ୍ଷୟକ୍ଷତି ସହର ଓ ନଗର ବାହାରେ ହୋଇଥିବା କଥା ମନ୍ତ୍ରାଳୟ ସୂଚନା ଦେଇଛି।

Related posts

ଆସନ୍ତାକାଲି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି 

mahabharatanews

ସାପ କାମୁଡ଼ିବା ପରେ ନିଜେ ମରିଗଲା କିଙ୍ଗ୍ କୋବ୍ରା

mahabharatanews

ସଭାପତି ପଦର ଦାୟୀତ୍ୱ ନେଲେ ଖଡଗେ

mahabharatanews