ଓଡିଶା

ହାତୀ ଆକ୍ରମଣରେ ୨ ମୃତ 

(ସମ୍ବଲପୁର) : ହାତୀ ଚକଟାରେ ୨ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ଯୁଯୁମୁରା ବ୍ଲକର ଦୁଇଟି ପୃଥକ ସ୍ଥାନରେ ହାତୀ ୨ ଜଣଙ୍କୁ ଦଳି ମାରିଦେଇଥିବାର ସୂଚନା ମିଳିଛି। ତେବେ ବାହାରେ ଶୋଇଥିବା ବେଳେ ଦନ୍ତା ଆକ୍ରମଣରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ, ଚାରମାଳ ବୁଢ଼ିଖମାର ଗାଁରେ ଆମ୍ବ ଗୋଟାଉଥିବା ବେଳେ ଜଣେ ବୃଦ୍ଧ ଦନ୍ତା ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।

 

 ସୂଚନାନୁଯାୟୀ, ମୃତକ ଜଣକ ହେଲେ ଗୋପାଳ ପ୍ରଧାନ। ସେ ରାତିରେ ଢାବା ସମ୍ମୁଖରେ ଶୋଇଥିଲେ। ତେବେ ରାତିରେ ହାତୀ ଆସି ଦଳି ଦେଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଣେ ହାତୀ ଆକ୍ରମଣରେ ଭଳିଆକଟା ପଞ୍ଚାୟତ ବୁଢ଼ିଖମାର ଗାଁର ଜଣେ ବୃଦ୍ଧଙ୍କ ମୃତୁ ଘଟିଛି।

Related posts

ଦ୍ଵିତୀୟ ଦିନରେ ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ,ପ୍ରବଳ ଭିଡ଼

mahabharatanews

ସରିଲା ସର୍ବଦଳୀୟ ବୈଠକ | ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା

mahabharatanews

ଆଜି ୧୨ ଘଣ୍ଟିଆ  କୁଚିଣ୍ଡା ବନ୍ଦ

mahabharatanews