ଓଡିଶା

(ଭୁବନେଶ୍ୱର,ମହାଭାରତ): ଝାରସୁଗୁଡା ଗସ୍ତରେ ୫ଟି ସଚିବ । ଆଜି ରାଜ୍ୟର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । କରୋନା ସ୍ଥିତି ନେଇ ସେଠାକାର ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିଛନ୍ତି । ୫ଟି ସଚିବଙ୍କ ସହ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ରହିଛନ୍ତି । ସେମାନେ ଝାରସୁଗୁଡ଼ାରେ କରୋନା ସମୀକ୍ଷା ସାରି ସୁନ୍ଦରଗଡ଼ ଯିବେ ବୋଲି ସୂଚନା ମିଳିଛି । ଏହାସହ କୋଭିଡ଼ ହସ୍ପିଟାଲ ନିର୍ମାଣ କାର୍ୟ୍ୟ ଠିକ୍ ଭାବେ ହେଉଛି କି ନାହିଁ ଏନେଇ ତଦାରଖ କରୁଛନ୍ତି ୫ଟି ସଚିବ । ରାଜ୍ୟର ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ।

Related posts

 ୨୪ ଘଣ୍ଟାରେ ଦେଶରୁ ୩୧୦ କରୋନା ସଂକ୍ରମିତ ଚିହ୍ନଟ

mahabharatanews

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

mahabharatanews

‘ଓଡ଼ିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି’

mahabharatanews