ଭାରତ

 ବିଜାପୁର ଏନକାଉଣ୍ଟରରେ ୪ ନକ୍ସଲ ନିହତ

(ଛତିଶଗଡ଼) : ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର । ସ୍ପେସାଲ ଟାସ୍କ ଫୋର୍ସ ଓ ମାଓବାଦୀ ମଧ୍ୟ ଗୁଳି ବିନିମୟ ହୋଇଛି । ଫଳରେ ସ୍ପେସାଲ ଟାସ୍କ ଫୋର୍ସ ଏମକାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି ।

ସୂଚନାନୁଯାୟୀ , ମର୍ତୁର ଥାନାରୁ ୧୪ କିମି ଦୂର ପୋମରା ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ, ୫୦ ନକ୍ସଲ ଏକାଠି ନକ୍ସଲ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବଡ଼ଧରଣର ଆକ୍ରମଣ କରିବାର ଯୋଜନା କରୁଥିବା ବେଳେ ଖବର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଯେଉଁ ସମୟରେ ୪ ମାଓବାଦୀ ନିହତ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଥିଲା ।

Related posts

ରାଜଧାନୀ ଏକ୍ସପ୍ରେସରେ ଗୁଳିକାଣ୍ତ

mahabharatanews

ଆଜି ପୁଣି ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା

mahabharatanews

ଦିଗପହଣ୍ଡି ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews