ଭାରତ

ସୁସ୍ଥ ଅଛନ୍ତି  ୪୧ ଶ୍ରମିକ 

(ଉତ୍ତରାଖଣ୍ଡ) : ଟନେଲରୁ ବାହାରିଲେ ୪୧ ଶ୍ରମିକ । ଓଡ଼ିଶାର ୫ ଶ୍ରମିକଙ୍କ ସହିତ ମୋଟ ୪୧ ଜଣ ଶ୍ରମିକ ଟନେଲରୁ ବାହାରିଛନ୍ତି ।  ୧୭ ଦିନ ପରେ ଉତ୍ତରାଖଣ୍ଡର ସିଲ୍କିରା ଟନେଲରେ ଫସି ରହିଥିବା ଶ୍ରମିକ ଉଦ୍ଧାର । ତେବେ ସେମାନେ ସୁସ୍ତ ଥିବା ସୂଚନା ମିଳିଛି  ।  ଯେଉଁମାନେ ବର୍ତ୍ତମାନ ପ୍ରଥମ ଚିକିତ୍ସା ପରେ ଚିନାଲିସାଉରର ଡାକ୍ତରଖାନାକୁ ଯାଉଛନ୍ତି । ଦି

ସୂଚାନନଯାୟୀ ,  ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ। ପ୍ରଥମେ ୫ ଶ୍ରମିକଙ୍କୁ ବାହାରକୁ ଅରାଯାଇଥିଲା । ତାପରେ ପୁଣି ୪ ଜଣ ଉଦ୍ଧାର କରାଯାଇଥିଲା । ଏହିଭଳି ଭାବେ ଜଣକ ପରେ ଜଣେ, ସମସ୍ତ ୪୧ ଜଣଙ୍କୁ କରାଯାଇଛି ଉଦ୍ଧାର କରାଯାଇଛି । ସେମାନଙ୍କୁ ବାହାରକୁ ଆଣିବା ପାଇଁ ଦିନରାତି ଯୁଦ୍ଧ ଚାଲିଥିଲା । PMO ଏହି ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟର ନିର୍ଦ୍ଦେଶ ନେଇଥିଲା ।

Related posts

ଦେଶରେ ପୁଣି୨୦ ହଜାରେ ଟପିଲା ସଂକ୍ରମଣ ; ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି

mahabharatanews

୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର

mahabharatanews

ହିଜାବ ମାମଲା: ସମସ୍ତ ଆବେଦନକୁ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

mahabharatanews