ଦେଶ ବିଦେଶଆଉ ମିଳିବନି ଗୁଟ୍ଖା ଓ ପାନ ମସଲାmahabharatanewsOctober 13, 2026 by mahabharatanewsOctober 13, 2026062 ଉତ୍ତରାଖଣ୍ଡ ସରକାର ଗୋଟିଏ ବର୍ଷ ପାଇଁ ସାରା ରାଜ୍ୟରେ ଗୁଟକା, ପାନ ମସଲା ଏବଂ ତମାଖୁ କିମ୍ବା ନିକୋଟିନ ଥିବା ଅନ୍ୟାନ୍ୟ ଖାଦ୍ୟ ଉତ୍ପାଦର ଉତ୍ପାଦନ, ସଂରକ୍ଷଣ, ବଣ୍ଟନ ଏବଂ ବିକ୍ରୟକୁ ନିଷିଦ୍ଧ କରିଛନ୍ତି।ଉତ୍ତରାଖଣ୍ଡ...
ଭାରତଉତ୍ତରାଖଣ୍ଡରେ ଭୟଙ୍କର ଦୁର୍ଘଟଣାmahabharatanewsMay 4, 2024 by mahabharatanewsMay 4, 20240216 (ଉତ୍ତରାଖଣ୍ଡ) : ମସୌରୀ-ଡେରାଡୁନ ରାସ୍ତାର ଚୁନାଖାଲ ନିକଟରେ ଶନିବାର ଏକ କାର ଅନିୟନ୍ତ୍ରିତ ହୋଇ ଖାଇକୁ ଖସି ପଡିଛି । ଯାହାଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଏହି...
ଭାରତସୁସ୍ଥ ଅଛନ୍ତି ୪୧ ଶ୍ରମିକ mahabharatanewsNovember 29, 2023 by mahabharatanewsNovember 29, 20230148 (ଉତ୍ତରାଖଣ୍ଡ) : ଟନେଲରୁ ବାହାରିଲେ ୪୧ ଶ୍ରମିକ । ଓଡ଼ିଶାର ୫ ଶ୍ରମିକଙ୍କ ସହିତ ମୋଟ ୪୧ ଜଣ ଶ୍ରମିକ ଟନେଲରୁ ବାହାରିଛନ୍ତି । ୧୭ ଦିନ ପରେ ଉତ୍ତରାଖଣ୍ଡର ସିଲ୍କିରା ଟନେଲରେ ଫସି...
ଭାରତସରିଲା ଖନନ କାର୍ଯ୍ୟ, ଟନେଲ ଭିିତରେ ଅସ୍ଥାୟୀ ହସ୍ପିଟାଲmahabharatanewsNovember 28, 2023 by mahabharatanewsNovember 28, 20230178 (ଉତ୍ତରାଖଣ୍ଡ) : ସରିଲା ଖନନ କାର୍ଯ୍ୟ । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଖନନ କାର୍ଯ୍ୟ ଶେଷ ହୋଇଛି ।ଶ୍ରମିକମାନେ ଗତ...
ଭାରତଟନେଲ ମାମଲା: ତିନି ଶ୍ରମିକ ଅସୁସ୍ଥmahabharatanewsNovember 26, 2023 by mahabharatanewsNovember 26, 20230145 (ଉତ୍ତରାଖଣ୍ଡ) : ଟନେଲ ଭିତରେ ୧୫ଦିନ ଧରି ଫସି ରହିଛନ୍ତି ୪୧ ଶ୍ରମିକ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚାଲିଛି ଉଦ୍ୟମ । କିନ୍ତୁ ଫେଲ୍ ମାରୁଛି ଗୋଟିଏ ପରେ ଗୋଟିଏ...
ଭାରତଖୁବ୍ ଶୀଘ୍ର ସୁଡ଼ଙ୍ଗ ସ୍ଥଳରେ ପହଞ୍ଚିବ ଅତ୍ୟାଧୁନିକ ଯନ୍ତ୍ରପାତିmahabharatanewsNovember 25, 2023 by mahabharatanewsNovember 25, 20230156 (ଉତ୍ତରାଖଣ୍ଡ): ଉତ୍ତରକାଶୀରେ ନିର୍ମାଣାଧୀନ ସିଲକ୍ୟାରା ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜୋରଜାର ଚାଲିଛି । ଆମେରିକା ନିର୍ମିତ ଅଗର ମେସିନ ସଂପୂର୍ଣ୍ଣ ଖରାପ ହୋଇଯିବା ପରେ ସ୍ଥିତି ସଂପୂର୍ଣ୍ଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏପରିକି ଆଉ କେତେ ଦିନ ଅପରେସନ ଚାଲିବ ତାହା କେହି କହିପାରୁନାହାନ୍ତି । ସୂଚନାନୁଯାୟୀ ,ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ହାଇଦ୍ରାବାଦରୁ ପ୍ଲାଜମା କଟର ଆସିବା ପରେ ହାତରେ ଖନନ କରାଯିବ । ଉପରୁ ଖନନ କରିବାକୁ ମଧ୍ୟ ବିଚାର...
ଭାରତଖୁବଶୀଘ୍ର ବାହାରିବେ ୪୧ ଶ୍ରମିକ , ଆମ୍ବୁଲାନ୍ସ ନିୟୋଜିତ mahabharatanewsNovember 22, 2023 by mahabharatanewsNovember 22, 20230174 (ଉତ୍ତରାଖଣ୍ଡ) : ଗତ ୧୧ ଦିନ ଧରି ଉତ୍ତରାଖଣ୍ଡର ସିଲ୍କିଆରା ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଏଭଳି ପରିସ୍ଥିତିରେ, ଭିତରେ...
ଭାରତମନ୍ଦିର ହଟେଇବାରୁ ଭୁଶୁଡ଼ିଲା ଟନେଲmahabharatanewsNovember 17, 2023 by mahabharatanewsNovember 17, 20230147 (ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡର ସିଲ୍କିୟାରା-ପୋଲଗାଓଁ ନିକଟରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଯୋଗୁ ତା’ ଭିତରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି। ୫ ଦିନ ହେଲା ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ସଫଳତା ମିଳିପାରି...
ଭାରତ ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ପାଇପ ଯୋଗେ ଦିଆଯାଉଛି ଅକ୍ସିଜେନ୍mahabharatanewsNovember 13, 2023 by mahabharatanewsNovember 13, 20230250 (ଉତ୍ତରାଖଣ୍ତ) : ଉତ୍ତରାଖଣ୍ତ ଉତ୍ତରକାଶିର ସିଲ୍କାଇରା ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ । ତେବେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଜଣେ ଅଧିକାରୀ କହିଛନ୍ତି ଯେ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନେ...
ଭାରତଉତ୍ତରାଖଣ୍ଡରେ ଭୂସ୍ଖଳନ; ଆଲର୍ଟ ଜାରିmahabharatanewsAugust 10, 2023 by mahabharatanewsAugust 10, 20230172 (ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡରେ ଗୌରୀକୁଣ୍ଡରେ ପ୍ରବଳ ବର୍ଷା ।ଫଳରେ ସକାଳେ ଭୂସ୍ଖଳନ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ୫ ଦିନରେ ଗୌରୀକୁଣ୍ଡରେ ଏହା ଦ୍ବିତୀୟ ଭୂସ୍ଖଳନ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ...