Uncategorized

ଦେଶରେ ୪୮, ୫୧୩ କରୋନା ଚିହ୍ନଟ

ନୂଆଦିଲ୍ଲୀ/ ଶିଳାସ୍ମିତା ରାୟ: ଆଜି ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୮, ୫୧୩ ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଛି । ଫଳରେ ଦେଶରେ ମୋଟ ୧, ୫୩୧, ୬୬୯ କରୋନା ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୯୮୮୦୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୧୯୩ ଜଣଙ୍କର ମୃତ୍ୟୁ ହୋଇଛି ଓ ୫୦୯୪୪୭ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ସେହିପରି ୨୪ ଘଣ୍ଟାରେ ଦେଶରେ ୭୬୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
୩୪୧୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୪୧୬୫ ଜଣ, ଦିଲ୍ଲୀରେ ୩୮୮୧ ଜଣ, ଉତ୍ତରପ୍ରଦେଶରେ ୧୪୯୭ ଜଣ, ପଶ୍ଚମବଙ୍ଗରେ ୧୪୪୯ ଜ. ଆନ୍ଧ୍ରପ୍ରଦେଶରେ ୧୧୪୮ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୮୮ ଜଣ, ବିହାରରେ ୨୬୯ ଜଣ, ଚଣ୍ଡିଗଡ଼ରେ ୧୪ ଜଣ, ଛତିଶଗଡ଼ରେ ୪୬ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଗୋଆରେ ୩୬ ଜଣ, ଗୁଜରାଟରେ ୨୩୭୨ ଜଣ, ହରିୟାଣାରେ ୪୦୬ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୩୩ ଜଣ, ଝାଡ଼ଖଣ୍ଡରେ ୮୯ ଜଣ, କର୍ଣ୍ଣାଟକରେ ୨୦୫୫ ଜଣ, କେରଳରେ ୬୭ ଜଣ, ଲଦାଖରେ ୬ ଜଣ, ମଧ୍ୟପ୍ରଦେଶରେ ୮୩୦ ଜଣ, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ଜଣ, ଓଡ଼ିଶାରେ ୧୫୪ ଜଣ, ପୁଦ୍ଦୁଚେରୀରେ ୪୭ ଜଣ, ପଞ୍ଜାବରେ ୩୩୬ ଜଣ, ରାଜସ୍ଥାନରେ ୬୪୪ ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୩୬୫୯ ଜଣ, ତେଲେଙ୍ଗାନାରେ ୪୮୦ ଜଣ, ତ୍ରିପୁରାରେ ୨୧ ଜଣ, ଉତ୍ତରାଖଣ୍ଡରେ ୭୦ ଜଣ, ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୧ ଜଣ ରହିଛନ୍ତି ।

Related posts

କରୋନା ଆତଙ୍କ: ୧୪ ତମ ସ୍ଥାନରେ ଭାରତ

mahabharatanews

ଲୁଗନାକ ଅଞ୍ଚଳରେ ତୁଷାରପାତ: ୨ ଯବାନ ସହିଦ

mahabharatanews

ଚନ୍ଦନ ତେଲ ଓ ପାଉଡର୍ର ରହିଛି ୫ଟି ଲାଭ

mahabharatanews