ଓଡିଶା

ରାଜ୍ୟରେ 18 ମାସରେ ମହିଳାଙ୍କ ବିରୁଦ୍ଧରେ ଘଟିଥିବା ହିଂସା ଜନିତ ମାମଲା 48 ହଜାର 789

ରାଜ୍ୟରେ 18 ମାସରେ ମହିଳାଙ୍କ ବିରୁଦ୍ଧରେ ଘଟିଥିବା ହିଂସା ଜନିତ ମାମଲା 48 ହଜାର 789. ସେହିପରି 18 ମାସର ମହିଳା ବିରୋଧୀ ହିଂସାର ମାମଲା 48 ହଜାର 787. ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର ରହିଛି.

ସେହିଭଳି ଜାନୁଆରୀ 2023 ମସିହା ରୁ ଜୁନ 2024ପର୍ଯ୍ୟନ୍ତ 4 ହଜାର 953ଟି ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ଜନିତ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଜୁନ 2024  ରୁ ଡିସେମ୍ବର 2025ପର୍ଯ୍ୟନ୍ତ ମାମଲା ହ୍ରାସ ପାଇ 4 ହଜାର 868 ରେ ସୀମିତ ଅଛି. ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ପ୍ରଶ୍ନ ରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର.

Related posts

ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର: ଭାରରେ ପୁଣି ବୁହାହେଲେ ପ୍ରସୂତି

mahabharatanews

ନୂତନ ଏସପିଙ୍କ ଥାନା ପରିଦର୍ଶନ

mahabharatanews

ଅଜଣା ଗାଡି ଧକ୍କାରେ ଅଟୋ ଓଲଟି ଜଣେ ମୃତ

mahabharatanews