ଓଡିଶା

ନୂତନ ଏସପିଙ୍କ ଥାନା ପରିଦର୍ଶନ

(ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର) : ଗ୍ରାମାଞ୍ଚଳ ଏସପି ଭାବେ ଓଡିଶା କ୍ୟାଡର ଆଇପିଏସ ଯୁଗଳ କିଶୋର କୁମାର ବୋନଥ ଆଜି ଅପରାର୍ହ୍ନରେ ନରସିଂହପୁର ଥାନା ପରିଦର୍ଶନ କରିବା ସହ କୋଭିଡ଼ି ୧୯ର ସମୀକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କିଭଳି ପୋଲିସ କାର୍ୟ୍ୟ କରିଛି ସେନେଇ ସମୀକ୍ଷା କରିଛନ୍ତିି। ଏଥିରେ ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ଓ ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଏସପିଙ୍କ ଗସ୍ତ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ। କିଭଳି ଭାବେ ସାଧାରଣ ଲୋକ ନ୍ୟାୟ ପାଇପାରିବ ସେନେଇ ଥାନା ଅଧିକାରୀଙ୍କୁ ଏସପିଙ୍କ ଯୋଗାଯୋଗ ନମ୍ବର ଥାନା ଫଳକରେ ସାର୍ବଜନୀନ ଭାବେ ପ୍ରକାଶ ପାଇବା ପାଇଁ ନିର୍ଦେଶ ଦେଇଥିଲେ।

Related posts

କୋରାପୁଟ ଜିଲ୍ଲାପାଳଙ୍କ ଜନଶୁଣାଣି

mahabharatanews

ଓଡ଼ିଶା ରତ୍ନ ଭାବେ ସୁପ୍ରିତ୍ ସନ୍ତୋଷ ବଛାଙ୍କୁ ସମ୍ମାନିତ

mahabharatanews

ଗାଁ କୁ ଯାଇପାରିଲାନି ଆମ୍ବୁଲାନ୍ସ ! ରାସ୍ତାରେ ଜନ୍ମ ଦେଲେ ଶିଶୁକୁ

mahabharatanews