ଓଡିଶା

୫ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ

(ଭୁବନେଶ୍ୱର) :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ଟି ସଚିବ ପାଣ୍ଡିଆନ୍ ମୟୂରଭଞ୍ଜ ଜିଲ୍ଲା ପରିଦର୍ଶନ କରି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଏବଂ ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ସମୀକ୍ଷା କରିଛନ୍ତି । ତେବେ  କପ୍ତିପଦା , ଠାକୁରମୁଣ୍ଡା, କରଞ୍ଜିଆ, ଜଶିପୁର, ରାରୁଆନ୍, ସୁକୁରୁଲି, କୁସୁମି, ଉଦଲା, ଖୁଣ୍ଟା ଏବଂ ବାରିପଦା ବ୍ଲକରେ  ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ଯୋଜନା ଅଗ୍ରଗତିର ସେ ସମୀକ୍ଷା କରିଛନ୍ତି ।

ସୂଚନାନୁଯାୟୀ ,  ୨୧୪ କୋଟି ବ୍ୟୟରେ ହେଉଥିବା ଏହି ପ୍ରକଳ୍ପଗୁଡ଼ିକ ଯଶିପୁର ବ୍ଲକର ୧୭,୫୦୦ ଏକର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବ।  ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଗରିକଙ୍କ ଅଭିଯୋଗ ଉପରେ ପ୍ରାଥମିକତା ଦେଇଛନ୍ତି ଏବଂ ଦାଖଲ ହୋଇଥିବା ଆବେଦନଗୁଡିକର ଶୀଘ୍ର ସମାଧାନ କରିବାକୁ ନିଶ୍ଚିତ କରିଛନ୍ତି ।

Related posts

କିଶୋର ସେନାପତି ହେଲେ ଝାରସୁଗୁଡା ବିମାନବନ୍ଦରର ନୂତନ ନିର୍ଦ୍ଦେଶକ 

mahabharatanews

ରାଜ୍ୟରେ ଲାଗି ରହିବ ବର୍ଷା

mahabharatanews

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ; ମୃତୟନ ହେବେ ୧୨୫ ସିଏପିଏଫ୍ କମ୍ପାନୀ

mahabharatanews