ଭାରତ

ଇଣ୍ଡୋନେସିଆର ତିମୋର ଦ୍ବୀପରେ ଭୂକମ୍ପ

(ଦିଲ୍ଲୀ) :  ଆଜି ଇଣ୍ଡୋନେସିଆର ତିମୋର ଦ୍ବୀପରେ ଅନୁଭୂତ ହେଲା ଭୂକମ୍ପ । ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାରୁ କୋଠାବାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ  ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ସୂଚନା ମିଳିପାରିନାହିଁ ।

ସୂଚନାନୁଯାୟୀ ,  ମୁଖ୍ୟ ଡେରିୟୋନୋ କହିଛନ୍ତି, ଭୂମିକମ୍ପଯୋଗୁଁ କ‌େତେକ କୋଠାବାଡ଼ି ସାମାନ୍ୟ ନଷ୍ଟ ହୋଇଛି। କିନ୍ତୁ, ସୁନାମି ଆସିବାର ଆଶଙ୍କା ନାହିଁ। ଘଟଣା ସମୟରେ ଉତ୍ତୋଳିତ ହୋଇଥିବା ଏବଂ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓରେ ଦେଖାଯାଉଛି। ‘ଭୂମିକମ୍ପ ଓ ସୁନାମି କେନ୍ଦ୍ର’ର ମୁଖ୍ୟ ଡେରିୟୋନୋ କହିଛନ୍ତି, ସ୍ଥଳଭାଗରେ ଏହି ଭୂମିକମ୍ପ ସଙ୍ଘଠିତ ହୋଇଥିବାରୁ କେତେକ ସହର ଓ ଗ୍ରାମରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଆତଙ୍କିତ ହୋଇ ଯାଇଥିଲେ।

Related posts

ଗିନିସ ବୁକ୍‌ରେ ସ୍ଥାନ ପାଇଲା ରାମଚରିତମାନସ

mahabharatanews

ମୋ କିଡନୀ ଚୋରି କରିଥିବା ଡାକ୍ତରଙ୍କ କିଡନୀ ମୋତେ ଦିଅ

mahabharatanews

ବଢୁଛି ଦିଲ୍ଲୀରେ ପ୍ରଦୂଷଣ ହାର

mahabharatanews