ଓଡିଶା

ଗଛରେ ପିଟିହେଲା କାର୍‌, ୬ ମୃତ

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲାରେ ଆଜି ଅଭାବନୀୟ ଘଟଣା ଘଟିଛି। ରାସ୍ତକଡ଼ରେ ଥିବା ଗଛକୁ କାର୍‌ ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନଥିଲେ ବି, ଏମାନେ ପଡୋଶୀ ଛତିଶଗଡ଼ର ହୋଇଥିବା ନେଇ ଚର୍ଚ୍ଚା ହେଉଛି।

Related posts

କଂଗ୍ରେସ ଛାଡିଲେ ପୂର୍ବତନ ବିଜେପି ସାଂସଦ ସାବିତ୍ରୀ ଫୁଲେ

mahabharatanews

କାମରେ ଆସିଲାନି ମେଡିକାଲ ସାଲାଇନ, ଗୁରୁତ୍ୱର ଅବସ୍ଥାରେ ରୋଗୀ କିଣିଲେ ବାହାରୁ ସାଲାଇନ

mahabharatanews

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ

mahabharatanews