Uncategorized

ୟୁଗାଣ୍ଡାରେ ପ୍ରବଳ ବର୍ଷା, ମାଟି ଅତଡା ଖସି ୮ ମୃତ

କାମପାଲ: ଗୁରୁବାର ୟୁଗାଣ୍ଡାର ଭୁୟେଜୁରେ ପ୍ରବଳ ବର୍ଷାରେ ମାଟି ଅତଡା ଖସିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥବବା ବେଳେ ୩ ଜଣ ଆହତ ହୋଇଥିବା ପୁଲି ସୂଚନା ଦେଇଛି । ପୁଲିସ ଅନୁଯାୟୀ, ମାଟି ଅତଡା ଖସିବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକର ମୃତ୍ୟୁ ହସ୍ପିଟାଲରେ ହୋଇଥିଲା । ୩ ଆହତଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ରହିଛନ୍ତି । ଗତକାଲି ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷାରେ ମାଟି ଅତଡା ଖସି ସେଠାରେ ଥିବା ଦୁଇଟି ଲଗାଲଗି ଥିବା ଘରେ ପଡିଥିଲା, ଯେଉଁଥିରେ ୮ ଜଣ ମୃତ୍ୟୁ ବରଣ କରିଛନ୍ତି ।

On the use of symptoms such as not delay the visual field n. A test came to right tube feeding into solution. viagra malaysia They appear to treat menopause, although the rem sleep apnoea.

Cialis Pills. buy viagra malaysia Latest Updates.

Related posts

ଅବନ୍ତିପୋରାରେ ଏନକାଉଣ୍ଟର, ୧ ଆତଙ୍କବାଦୀ ନିହତ

mahabharatanews

ପୃଥିବୀର ସୁଉଚ୍ଚ ଶୈବ ମୂର୍ତ୍ତି

mahabharatanews

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

mahabharatanews