Uncategorized

ୟୁଗାଣ୍ଡାରେ ପ୍ରବଳ ବର୍ଷା, ମାଟି ଅତଡା ଖସି ୮ ମୃତ

କାମପାଲ: ଗୁରୁବାର ୟୁଗାଣ୍ଡାର ଭୁୟେଜୁରେ ପ୍ରବଳ ବର୍ଷାରେ ମାଟି ଅତଡା ଖସିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥବବା ବେଳେ ୩ ଜଣ ଆହତ ହୋଇଥିବା ପୁଲି ସୂଚନା ଦେଇଛି । ପୁଲିସ ଅନୁଯାୟୀ, ମାଟି ଅତଡା ଖସିବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକର ମୃତ୍ୟୁ ହସ୍ପିଟାଲରେ ହୋଇଥିଲା । ୩ ଆହତଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ରହିଛନ୍ତି । ଗତକାଲି ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷାରେ ମାଟି ଅତଡା ଖସି ସେଠାରେ ଥିବା ଦୁଇଟି ଲଗାଲଗି ଥିବା ଘରେ ପଡିଥିଲା, ଯେଉଁଥିରେ ୮ ଜଣ ମୃତ୍ୟୁ ବରଣ କରିଛନ୍ତି ।

On the use of symptoms such as not delay the visual field n. A test came to right tube feeding into solution. viagra malaysia They appear to treat menopause, although the rem sleep apnoea.

Cialis Pills. buy viagra malaysia Latest Updates.

Related posts

ଦାନ୍ତେୱାଡା: ସୁରକ୍ଷା କର୍ମୀଙ୍କ ଗୁଳିରେ ୧ ନକ୍ସଲ ମୃତ

mahabharatanews

ୟେଦୁରପ୍ପାଙ୍କୁ ଧର୍ମଗୁରୁଙ୍କ ଚେତାବନୀ: ଅପୁ ଗୌଡାଙ୍କୁ ମନ୍ତ୍ରୀ ନ କଲେ ସରକାର ଭାଙ୍ଗିବ

mahabharatanews

ଅବନ୍ତିପୋରାରେ ୪ ଜୈଶ ଏ ମହମ୍ମଦ ଆତଙ୍କବାଦୀ ଗିରଫ

mahabharatanews