ମନୋରଞ୍ଜନ

ମୁଖ୍ୟ ଅଭିନେତା ପାଇଁ ୮୦୦ ଅଡିସନ୍ ନେଲେ ଆର୍ଯ୍ୟନ ଖାନ

(ମୁମ୍ବାଇ) :  ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍  କିଛି ଦିନ ପୂର୍ବରୁ ତାଙ୍କର ପ୍ରଥମ ୱେବ୍ ସିରିଜର ସ୍କ୍ରିପ୍ଟିଂ ସମାପ୍ତ କରିଥିବା ବେଳେ ଏହାର ମୁଖ୍ୟ ଚରିତ୍ର ପାଇଁ କଳାକାର ଖୋଜୁଥିଲେ। ସେ ନିଜେ ଏହି ୱେବ୍ ସିରିଜର ନିର୍ଦ୍ଦେଶନା ଦେବା ସହ ଗତ କିଛି ଦିନ ହେବ ଏହି ସିରିଜର ଷ୍ଟାରକାଷ୍ଟ ବାଛିବା କାମ ଆରମ୍ଭ କରିଥିଲେ। ଆରୟନ୍ ଖାନ୍ ତାଙ୍କ ୱେବ୍ ସିରିଜ୍ ‘ଷ୍ଟାରଡମ’ରେ ମୁଖ୍ୟ ଅଭିନେତାଙ୍କ ପାଇଁ ପ୍ରାୟ ୮୦୦ ଅଡିସନ୍ ନେଇଥିଲେ

ସୂଚନାନୁଯାୟୀ , ସିରିଜ୍ ‘ଷ୍ଟାରଡମ’କୁ ନେଇ ଏହା ମଧ୍ୟ ଚର୍ଚ୍ଚା ହେଉଛି ‌ଯେ, ବଲିଉଡ ଅଭିନେତା ରଣବୀର ସିଂ ଏବଂ ଶାହରୁଖ ଖାନ୍ ଏଥିରେ କେମିଓ କରିବେ।

 

Related posts

“ସବୁର ଅଭିଜ୍ଞତା ଜରୁରୀ”: ନାଗା ଚୈତନ୍ୟ

mahabharatanews

ବଲିଉଡ୍‌ ଅଭିନେତା ଶ୍ରେୟସ୍ ହୃଦ୍‌ଘାତରେ ପୀଡ଼ିତ

mahabharatanews

୧୫୦ଟଙ୍କାରେ ଫିଲ୍ମ ‘ଆଦିପୁରୁଷ’ ଦେଖନ୍ତୁ; କ୍ରିତି

mahabharatanews