ଓଡିଶା

ରାଜ୍ୟରେ ପୁଣି ୧୧ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନାଜନିତ ମୃତ୍ୟୁରେ ବ୍ରେକ ଲାଗୁନାହିଁ । ଦୈନିକ ଅନ୍ୟୁନ ୯ ଜଣଙ୍କର କରୋନାରେ ମୃତ୍ୟୁ ହେଉଛି । ଗତ ୨୪ ଘଣ୍ଟାରେ ପୁଣି ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟଯୋଗେ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ଭୁବନେଶ୍ୱରରୁ ୨, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ରାୟଗଡା, ସମ୍ବଲପୁରରୁ ଜଣେ ଲେଖା ରହିଛନ୍ତି ।

Related posts

ହାତୀ ସୁରକ୍ଷା ପାଇଁ ୮୫ଟି ରେଞ୍ଜ୍‌ ଚିହ୍ନଟ 

mahabharatanews

ଗଞ୍ଜାମରେ ପୁଣି ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ ନେଲା କରୋନା

mahabharatanews

ବଗଲା ଧର୍ମଶାଳା ଜମି ବିକ୍ରୀ ପ୍ରତିବାଦରେ ପୁରୀ ବିଜେପିର ଧାରଣା

mahabharatanews