ଓଡିଶା

ରାଜ୍ୟରେ ପୁଣି ୧୧ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନାଜନିତ ମୃତ୍ୟୁରେ ବ୍ରେକ ଲାଗୁନାହିଁ । ଦୈନିକ ଅନ୍ୟୁନ ୯ ଜଣଙ୍କର କରୋନାରେ ମୃତ୍ୟୁ ହେଉଛି । ଗତ ୨୪ ଘଣ୍ଟାରେ ପୁଣି ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟଯୋଗେ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ଭୁବନେଶ୍ୱରରୁ ୨, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ରାୟଗଡା, ସମ୍ବଲପୁରରୁ ଜଣେ ଲେଖା ରହିଛନ୍ତି ।

Related posts

ସରକାରଙ୍କ ୨ ବର୍ଷ ପୂର୍ତ୍ତି ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

mahabharatanews

ମହେନ୍ଦ୍ର ତନୟା ମହୋତ୍ସବ ୨୦୨୬ ଉଦଘାଟିତ

mahabharatanews

ପାରାଦୀପ ବନ୍ଦର ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ।

mahabharatanews