ଅପରାଧ

ମହିଳାଙ୍କୁ ବ୍ଲେଡରେ ହତ୍ୟା, ଅଭିଯୁକ୍ତ ଗିରଫ

(ମହାଭାରତ, ହିଞ୍ଜିଳି): ଗତ ବୁଧବାର ବଡଗଡ ଥାନା ବାରସିଙ୍ଗି ଗାଁରେ ହୋଇଥିବା ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ଟଙ୍କା ଦେଣନେଣକୁ ନେଇ ଅଭିଯୁକ୍ତ ଜଣେ ମହିଳାଙ୍କୁ ବ୍ଲେଡରେ ଆକ୍ରମଣ କରି ହତ୍ୟା କରିଥିଲେ । ତେବେ ପୋଲିସ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ସୁରଟରୁ ଗିରଫ କରିଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ ଏସପି ସୂଚନା ଦେଇଛନ୍ତି ।

Related posts

ଫାଶୀ ଲଗାଇ ଦୁଇ ମୃତ, କାରଣ ଅସ୍ପଷ୍ଟ।

mahabharatanews

ବେଆଇନ ମଦ କାରଖାନା ଠାବ,କଞ୍ଚାମାଲ ଜବତ

mahabharatanews

ଦୁଷ୍କର୍ମ ପରେ ନାବାଳିକାର ଆତ୍ମହତ୍ୟା ଅଭିଯୋଗ

mahabharatanews