ଓଡିଶା

୪ ନକଲି ଶିକ୍ଷକ ଗିରଫ

(ମହାଭାରତ/କୋରାପୁଟ): ପୁଣି କୋରାପୁଟରେ ଧରାପଡ଼ିଲେ ନକଲି ଶିକ୍ଷକ । କୋରାପୁଟ ଜିଲ୍ଲାରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ୪ଜଣ ବ୍ୟକ୍ତି ନକଲି ଶିକ୍ଷା ପ୍ରମାଣପତ୍ର ଦେଇ ଶିକ୍ଷକ ଭାବେ ·କିରି କରିଥିବା ଘଟଣା ସାମନାକୁ ଅ ।ସିଛି ।
ସୂଚନାନୁସାରେ, କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅଞ୍ଚଳରେ ଦୀର୍ଘ ଦିନ ହେବ ୨ଜଣ ବ୍ୟକ୍ତି ନକଲି ଶିକ୍ଷା ପ୍ରମାଣପତ୍ର ଦେଇ ବିଭିନ୍ନ ସ୍କୁଲରେ ଶିକ୍ଷକ ଭାବେ ·କିରି କରିଥିଲେ । ଏହା ସହ ଦଶମନ୍ତପୁର ବ୍ଲକର ୨ଜଣ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକତା କରିଥିଲେ । ବର୍ତ୍ତମାନ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର ଯାଂଚ ହେବା ବେଳେ ସେମାନଙ୍କ ପାଖରେ ଉପଯୁକ୍ତ ପ୍ରମାଣପତ୍ର ନଥିବା ଘଟଣାର ସତ୍ୟତା ସାମନାକୁ ଅ ।ସିଥିଲା । ଫଳରେ ବ୍ଲକ ଶିକ୍ଷା ଅଧିକାରୀ କୋଟପାଡ଼ ବ୍ଲକର ୨ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଏହା ସହ ଦଶମନ୍ତପୁର ବ୍ଲକର ୨ଜଣ ଶିକ୍ଷକ ଧରାପଡ଼ିବା ପରେ ସେମାନଙ୍କୁ କୋର୍ଟ·ଲାଣ କରିଛି ପୋଲିସ ।

Related posts

ଦ୍ରୁତଗତିରେ ବଢୁଛି ଲମ୍ପି ସ୍କିନ ସଂକ୍ରମଣ

mahabharatanews

୧୨୦ ରୁ ଉର୍ଦ୍ଧ ଗୋରୁ ଉଦ୍ଧାର କଲା ନିଶ୍ଚିନ୍ତକୋଇଲି ଥାନା ପୋଲିସ…

mahabharatanews

ଆସନ୍ତା ୩ ଦିନ କିଛି ସ୍ଥାନରେ ବର୍ଷା ସମ୍ଭାବନା 

mahabharatanews