ଓଡିଶା

ଅଜଣା ଗାଡି ଧକ୍କାରେ ଚାଷୀ ଗୁରୁତର

ମହାଭାରତ, କଳାହାଣ୍ଡି: କଳାହାଣ୍ଡି ଜିଲ୍ଲ।।ରେ ଏକ ସଡକ ଦୁର୍ଘଟଣାରେ ଜଣେ ଚାଷୀ ଗୁରଚତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋକସରା ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ତାଙ୍କୁ ଭବାନୀ ପାଟନା ସ୍ଥ।।ନାନ୍ତର କରିଛନ୍ତି ।

ସୂଚନା ଅନୁଯାୟୀ, କୋକସରା ବ୍ଲକ କୁସୁମଖୁଣ୍ଟି ଜାତୀୟ ରାଜପଥ ୨୬ ନିକଟରେ ଆଜି ଏକ ଅଜଣା ଗାଡି ଧକ୍କାରେ ସେହି ଗ୍ରାମର ଜଣେ ଚାଷୀ ଦେବରାଜ ଚଲାନ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ଭୁଲାନ୍ସରେ କୋକସରା ଡାରଖାନାକୁ ନେଇ ଯାଇଥିଲେ । ଦୁର୍ଘଟଣାରେ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।

Related posts

କଡ଼ାକଡ଼ି ଟ୍ରାଫିକ ବ୍ୟବସ୍ଥା; ନିୟମ ଭାଙ୍ଗିଲେ ସିଧାସଳଖ କୋର୍ଟଚାଲାଣ

mahabharatanews

ବେଆଇନ ମଦ କାରଖାନା ଠାବ,କଞ୍ଚାମାଲ ଜବତ

mahabharatanews

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews