ଅପରାଧ

ଏସପି ଅଫିସ ସମ୍ମୁଖରେ ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା ଉଦ୍ୟମ

ଉନ୍ନାଓ: ପୁଣି ଥରେ ଉତ୍ତର ପ୍ରଦେଶ ଉନ୍ନାଓରେ ଅ ।ଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଅ ।ସିଛି । ନ୍ୟାୟ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବା ପରେ ଶେଷରେ ନିରାଶ ହୋଇ ଅ ।ଜି ଏସପି ଅଫିସଙ୍କ ସାମ୍ନାରେ ଦୁଷ୍କର୍ମର ଶିକାର ପୀଡ଼ିତା ନିଜ ଦେହରେ ନିଅ ।ଁ ଲଗାଇ ଦେଇଛନ୍ତି । ଏହି ପୀଡ଼ିତାଙ୍କ ଘର ଉନ୍ନାଓ ଜିଲ୍ଲାର ହସନଗଞ୍ଜ ବୋଲି ଜଣାପଡ଼ିଛି । ପୁଲିସ ନିଅ ।ଁ ଲିଭାଇ ସ୍ଥାନୀୟ ହସ୍ପିଟାଲରେ ପୀଡ଼ିତାଙ୍କୁ ଭର୍ତ୍ତି କରାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଉନ୍ନାଓର ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଅଭିଯୁକ୍ତ ଓ ତାର ସାଙ୍ଗମାନେ ମିଶି ପୋଡ଼ି ଦେଇଥିଲେ । ଏହାପରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା । ଏବେ ଏହି ମାମଲାରେ ଏସଅ ।ଇଟି ତଦନ୍ତ ·ଲିଛି । ଏହି ମାମଲାରେ ଗିରଫ ହୋଇଥିବା ମୋଟ ପାଞ୍ଚ ଜଣଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ଖୁବଶୀଘ୍ର ·ର୍ଜସିଟ୍ ଦାଖଲ ହେବ ବୋଲି ଜଣାପଡ଼ିଛି । ସେହିପରି ଏହା ପୂର୍ବରୁ ବିଜେପିରୁ ନିଲମ୍ବ୍ୱିତ ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେନଗେର ଜଣେ ଯୁବତୀଙ୍କୁ ଦୁଷର୍ମ କରିଥିବା ଅଭିଯୋଗ ହୋଇଛି । ଏବେ ବିଧାୟକ ସେନଗେର ତିହାର ଜେଲରେ ଅଛନ୍ତି । ସୁପ୍ରିମକୋର୍ଟରେ ମାମଲା ·ଲିଛି ।

Related posts

ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଦମ୍ପତ୍ତି ଗୁରୁତର ସଙ୍କଟାପନ୍ନ: ମେଡିକାଲରେ ଭର୍ତ୍ତି

mahabharatanews

ଚିନ୍ତା ବଢ଼ାଇଛି ସାଇବର ଠକ , ଲୁଟିନେଲେଣି କୋଟିରୁ ଅଧିକ ଟଙ୍କା

mahabharatanews

ରାସ୍ତା କଡରୁ ଉଲଗ୍ନ ନାବାଳିକା ଉଦ୍ଧାର, ଦୁଷ୍କର୍ମ ସନ୍ଦେହ

mahabharatanews