ଓଡିଶା

ଢ଼େଙ୍କାନାଳରେ ପୁଣି ଏକ ଦନ୍ତାହାତୀର ମୃ..

ଢ଼େଙ୍କାନାଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ। ଢ଼େଙ୍କାନାଳ ବନଖଣ୍ଡ କପିଳାସ ବନାଞ୍ଚଳ ଅନ୍ତର୍ଗତ ଦେଓଝର ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ହୋଇଛି।ଦନ୍ତା ଟିର ଆନୁମାନିକ ବୟଷ ୧୦ ରୁ ୧୨ ବର୍ଷ ହେବ। ହାତୀ ହାତୀ ମଧ୍ୟରେ ଲଢେ଼ଇ ଯୋଗୁଁ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ର ସୂଚନା।ଘଟଣାସ୍ଥଳରେ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Related posts

ପିକ୍ଅପକୁ ପିଟିଲା ଟ୍ରକ, ୪ ବ୍ୟାଣ୍ଡପାର୍ଟି ସଦସ୍ୟ ମୃତ, ୮ ଗୁରୁତର

mahabharatanews

ଡ୍ରାଇଭରଙ୍କ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନର ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

mahabharatanews