ଓଡିଶା

ହାତୀ ଉପଦ୍ରବ ପାଇଁ ପିଲା ଯାଉ ନାହାନ୍ତି ସ୍କୁଲ

(ମହାଭାରତ, ଆଠଗଡ): ଆଠଗଡ ବନଖଣ୍ଡ ବଉଳ ଓ ସାରକୋଳି ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି । ହାତୀପଲ ରାସ୍ତାରେ ବୁଲୁଥିବାରୁ ଯିବା ଆସିବା କରିବାକୁ ଲୋକ ଭୟ କରୁଛନ୍ତି । ଫଳରେ ହାତୀ ଉତ୍ପାତ ଯୋଗୁଁ ଜନବସତି ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏପରିକି ହାତୀଙ୍କ ଭୟରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଯାଉ ନଥିବା ମଧ୍ୟ ଅଭିଯୋଗ ହୋଇଛି । ବନ ବିଭାଗ ହାତୀ ଘଉଡାଇବା ଦିଗରେ କିଛି ପଦକ୍ଷେପ ନେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Related posts

ପାର୍ବଣରେ ମାତିଛନ୍ତି ଲୁଟେରା : ବନ୍ଧୁକ ଦେଖାଇ ଘରୁ ଲୁଟିନେଲେ

mahabharatanews

ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା

mahabharatanews

ଲୁନାକୁ ଧକ୍କା ଦେଲା ଟ୍ରକ୍, ବ୍ୟବସାୟୀ ମୃତ

mahabharatanews