Uncategorized

ଶାହାଙ୍କ ଜନସମ୍ପର୍କ ଅଭିଯାନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନ ସଭା ନିର୍ବାଚନ ଅବସରରେ ବିଜେପି ପାଇଁ ପ୍ରଚାର କରିବା କାଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି । ଦିଲ୍ଲୀର କ୍ୟାଣ୍ଟେନମେଣ୍ଟ ଅଞ୍ଚଳରେ ଏହି ଅଭିଯାନ ଆରମ୍ଭ ହୋଇଛି ।

ରାଲି ସମୟରେ ଶାହା ଶହଶହ ବଜେପି ସମର୍ଥକଙ୍କ ଗହଳିରେ ସ୍ଥାନୀୟ ଲୋକଙ୍କୁ ଭେଟିବା ସହ ଦଳର ପାମ୍ପଲେଟ ବଣ୍ଟନ କରିଛନ୍ତି । ଏହି ରାଲି ଅବସରରେ ବିଜେପି ସମର୍ଥକମାନେ ବିଜେପି ପତାକା ସହ ବିଭିନ୍ନ ବିଜେପି ସପକ୍ଷ ସ୍ଲୋଗାନ ଦେଇଛନ୍ତି । ଏହା ପୂର୍ବରୁ ବିଜେପି ସଭାପତି ଜେ ପି ନଡ୍ଡା ଗ୍ରେଟର କୈଳାଶ ଅଞ୍ଚଳରେ ପାଟି ସପକ୍ଷରେ ରାଲିରେ ଭାଗ ନେଇଥିଲେ ।

Related posts

କିମ ଜୋଙ୍ଗ ଜୀବିତ ଓ ସୁସ୍ଥ: ଦକ୍ଷିଣ କୋରିଆ

mahabharatanews

ନବାଗତାଙ୍କୁ ଯୌନକର୍ମୀଙ୍କ ପରି ବ୍ୟବହାର କରନ୍ତି ଅନୁରାଗ: କଙ୍ଗନା

mahabharatanews

ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲେ କେଜରିୱାଲ

mahabharatanews