Uncategorized

ପାକର ପୂର୍ବତନ ପ୍ରଧାନମନ୍ତ୍ରୀ ସାହିବ ଖାକିନ ଆବାସୀ କରୋନା ପଜିଟିଭ ଚିହ୍ନଟ

ଇସଲାମବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖାକାନ ଆବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି । ସେ ନିଜକୁ ହୋମ କ୍ୱାରେଣ୍ଟାଇନରେ ରଖିଥିଲେ । ସେହିପରି ରେଳମନ୍ତ୍ରୀ ସେଖ ରସିଦ ଅହମଦ ମଧ୍ୟ କରୋନା ପଜିଟିଭ ହେବା ପରେ ସେଲ୍ଫ ଆଇସୋଲେସନରେ ଅଛନ୍ତି ।  ପାକିସ୍ତାନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୦୩,୬୭୧ କରୋନା ଆକ୍ରାନ୍ତ ଥିବା ବେଳେ ୨,୦୬୭ ଜଣ ମୃତ୍ୟୁବରଣ କରିଛନ୍ତି ଓ ୩୪,୩୫୫ ଜଣ ସୁସ୍ଥ ହୋଇଛନ୍ତି । ପଞ୍ଜାବ ପ୍ରାନ୍ତରେ ୩୮,୯୦୩ଟି ମାମଲା ରହିଛି ।

Related posts

ମଥୁରା ନଗରୀରେ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ ହୋଲି ପର୍ବ

mahabharatanews

ସାଧାରଣତନ୍ତ୍ର ଦିବସରେ ସାମିଲ ହେବନି ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ

mahabharatanews

ଶରଜିଲ ଇମାମ ସମର୍ଥନରେ ସ୍ଲୋଗାନ, ୫୧ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

mahabharatanews