Uncategorized

ବନ୍ଦ ହେବ ସିରିଏଲ ସଞ୍ଜିବନୀ-୨

(ମହାଭାରତ): ଅନେକ ଦିନରୁ ଚର୍ଚ୍ଚା ହେଉଥିଲା ଯେ ସିରିଏଲ୍ “ସଞ୍ଜିବନୀ ୨’ ବନ୍ଦ ହୋଇଯିବ । କିନ୍ତୁ ଏବେ ଏ ନେଇ ଅ ।ନୁଷ୍ଠାନିକ ଭାବେ ଘୋଷଣା କରି ଦେଇଛନ୍ତି ର୍ନିମାତା ସିଦ୍ଧାର୍ଥ ମଲହୋତ୍ରାୟ ସେ ଟ୍ୱିଟ କରି ଘୋଷଣା କରିଛନ୍ତି ଯେ ମାର୍ଚ୍ଚ ୧୩ ତାରିଖରେ ଏହି ଶୋ’ର ଶେଷ ଏପିସୋଡ୍ ପ୍ରସାରିତ ହେବ । ଏହି ଶୋ’ ଅ ।ରମ୍ଭ ହେବା ପୂର୍ବରୁ ସୋଶାଲ୍ ମିଡିଅ ।ରେ ବେଶ୍ ଚର୍ଚ୍ଚାରେ ରହିଥିଲା । ଏହାର ପ୍ରଥମ ପାର୍ଟ “ସଞ୍ଜିବନୀ’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ତେଣୁ “ସଞ୍ଜିବନୀ-୨’କୁ ବି ଲୋକେ ପସନ୍ଦ କରିବେ ବୋଲି ର୍ନିମାତା ଅ ।ଶା ରଖିଥିଲେ । ହେଲେ ଏହା ଦର୍ଶକଙ୍କୁ ଅ ।କୃଷ୍ଟ କରିବାରେ ବିଫଳ ହୋଇଛି । ତେଣୁ ର୍ନିମାତା ଶୋ’ ବନ୍ଦ କରି ଦେବାକୁ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, “ସଞ୍ଜିବନୀ-୨’ରେ ଏକ ଡାକ୍ତରଖାନା ଓ ଡାକ୍ତରଙ୍କ ଜୀବନ କାହାଣୀ ଦେଖାଯାଉଛି । ଏଥିରେ ସୁରଭି ଚନ୍ଦନା ଓ ନମିତ ଖନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସୁରଭି ଏହା ପୂର୍ବରୁ ସିରିଏଲ୍ “ଇସ୍କବାଜ୍’ରେ ଅନିକା ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ତେଣୁ ଫ୍ୟାନଙ୍କ ଡିମାଣ୍ଡ ଅନୁଯାୟୀ ସୁରଭିଙ୍କୁ “ସଞ୍ଜିବନୀ-୨’ରେ ଲିଡ୍ ରୋଲ୍ ଦିଅ ।ଯାଇଥିଲା ।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୨୪୯ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଥମିବାର ନା ନେଉନି ମଣିପୁର ହିଂସା , ପୁଣି ଗଲା ୩ଜୀବନ

mahabharatanews

ଦେଶରେ କୋରୋନା ପରୀକ୍ଷା ପାଇଁ ୧୫ ଲାବ ସ୍ଥାପିତ

mahabharatanews