Uncategorized

କେଭିସିରେ ଶରଦ ପାୱାରଙ୍କୁ ଡକାଇବାକୁ ଆବେଦନ

ମହାଭାରତ, ମୁମ୍ବାଇ: କାରେଗାୱ ଭୀମା ଆୟୋଗ (କେଭିସି) ସମ୍ମୁଖରେ ଜଣେ ବ୍ୟକ୍ତି ଏତ ଆବେଦନ ଦାୟର କରି ଏନସିପି ପ୍ରମୁଖ ଶରଦପାୱାରଙ୍କୁ ଡାଇବାକୁ ଅନୁରୋଧ କରିଛନ୍ତି । ଏହି ଆୟୋଗ ୨୦୧୮ରେ ହୋଇଥିବା ଭୀମା କାରେଗାୱ ହିଂସାର ତଦନ୍ତ କରୁଛନ୍ତି । ଏହା ପୂର୍ବରୁ ଏନସିପି ପ୍ରମୁଖ ଶରଦ ପାୱାର ଭୀମା କାରେଗାଓ୍ବ ମାମଲାର ଯାଞ୍ଚ ପୁଣେ ପୁଲିସ ଦ୍ୱାର।। ଏନଆଇଏକୁ ପ୍ରଦାନ କରାଯିବାକୁ ଭଲ କହିଥିଲେ । ପାୱାର କହିଥିଲେ, ମହାରାଷ୍ଟ୍ର ପୁଲିସରେ କିଛି ଲୋକଙ୍କ ବ୍ୟବହାର ଆପତ୍ତିଜନକ ଥିଲା । ମୁଁ ଚାହୁଁଛି, ସେହିସବୁ ଅଧିକାରୀଙ୍କ ଭୂମିକାକୁ ନେଇ ଯାଞ୍ଚ ହେଉ । ପାୱାର କହିଥିଲେ, ସକ।।ଳରେ ପୁଲିସ ଅଧିକାରୀଙ୍କ ସହ ମାହାରାଷ୍ଟ୍ର ସରକାରର ମନ୍ତ୍ରୀମାନଙ୍କର ବୈଠକ ହୋଇଥିଲା । ଏହା ପରେ ଦ୍ୱିପ୍ରହର ତିନିଟାବେଳେ କେନ୍ଦ୍ର ଏନଆଇଏକୁ ଏହାର ତଦନ୍ତ ଭ।।ର ପ୍ରଦାନ କଲା, ଯାହା ସମ୍ବିଧାନ ଅନୁଯାୟୀ ଭୁଲ । କାରଣ ଏହାର ଯାଞ୍ଚର ଅଧିକାର ରାଜ୍ୟର ।

Related posts

ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ, ୬ ଜୀବନ୍ତ ଦଗ୍ଧ

mahabharatanews

ପେଗାସସ୍ ମାମଲାରେ ସମାନ୍ତରାଳ ବିତର୍କ ନ ହେଉ: ସିଜେଆଇ

mahabharatanews

ତୁର୍କୀ ରାଷ୍ଟ୍ରପତିଙ୍କ ବୟାନ ପରେ ଭାରତର କଡା ଜବାବ

mahabharatanews