(ମହାଭାରତ): ଲେହ-ମନାଲି ଜାତୀୟ ରାଜପଥରେ ୧୪ ହଜାର ଫୁଟର ବରଫ କାଫେ ତିଅ।ରି କରାଯାଇଛିା ଏହା ଦେଶର ପ୍ରଥମ ବରଫ କାଫେୟ ଏଠାରେ ମସଲା •’, ବଟର ଟି ଏବଂ ମସଲା ମ୍ୟାଗି ଉପଲବ୍ଧ ହେବା ଏହାକୁ ସ୍ଥାନୀୟ ୪ ଯୁବକ ମିଶି ତିଅ।ରି କରିଛନ୍ତିା ଲଦାଖର ମିରୁ ଗାଁ ନିକଟରେ କାଫେଟି ଥିବା ବେଳେ ଏହାକୁ ତିଅ।ରି କରିବାର ଅ।ଇଡିଅ । ଦେଇଥିଲେ ମେକାନିକାଲ ଇଞ୍ଜିନିୟର ସୋନମ୍ ୱାଙ୍ଗ୍ଚୁକ୍ୟ ବରଫ କାଫେରେ ପାଇପ ବ୍ୟବହାର କରାଯାଇଛି । ଉଚ୍ଚରୁ ଅ।ସୁଥିବା ପାଣି ଯେପରି ସହଜରେ ନିଷ୍କାସନ ହୋଇପାରିବ । ଏହାକୁ କୋନ୍ ଅ।କାରର ର୍ନିମାଣ କରାଯାଇଛି । ଏହା ଭିତରେ ବସିବା ପାଇଁ ଯଥେଷ୍ଟ ସ୍ଥାନ ରହିଥିବା ବେଳେ ଅ।ରାମରେ ଚଲାବୁଲା ମଧ୍ୟ କରିହେବ । ସର୍ବସାଧାରଣଙ୍କ ନିମନ୍ତେ ୨୦୨୦ ମେ ପର୍ଯ୍ୟନ୍ତ ଏହା ରହିବ । ପରେ ତରଳିବା ଅ।ରମ୍ଭ ହେବୟ ପାଣି ଯେମିତି ଅଯଥାରେ ନଷ୍ଟ ହେବ ନାହିଁ ତା’ର ସୁବ୍ୟବସ୍ଥା ମଧ୍ୟ କରାଯାଇଛି । ବରଫ ତରଳିଲେ ପାଣି ଯେପରି ସଂରକ୍ଷିତ ହୋଇରହିବ ସେନେଇ ସମସ୍ତ ବନ୍ଦୋବସ୍ତ କରାଯାଇଛି । କାଫେରେ ଗରମ ଗରମ ଖାଦ୍ୟ ମିଳିବୟ ଏଠାରେ ମେନୁ ବେଶୀ ପ୍ରକାରର ନୁହେଁ । କିନ୍ତୁ ଏମିତି ଖାଦ୍ୟ ମିଳିବ ଯାହା ମନକୁ ତାଜା କରିଦେବ । ଯେପିରିକି ମସଲା ଏବଂ ମସଲା ମ୍ୟାଗି ଥଣ୍ଡାରେ ବସି ଗରମ ଗରମ ପାନୀୟ ପିଇବା ମଜା ନିଅ।ରା ଲାଗିବ ।
previous post
next post