ଓଡିଶା

ଶ୍ୟାମାକାଳୀ ମନ୍ଦିରରେ ଶ୍ୱେତ ପେଚାର ନୃତ୍ୟ

ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ସ୍ଥିତ ଶ୍ୟାମାକ।।ଳୀ ମନ୍ଦିର ପ୍ରାଙ୍ଗଣରେ ଏକ ଅଦ୍ଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ଦିରର ପହଡ ସମୟରେ ବିଭିନ୍ନ ବାଦ୍ୟଯନ୍ତ୍ରରେ ମନ୍ଦିର ପରିସର ପ୍ରକମ୍ପିତ ହେଉଥିଲା । ମନ୍ଦିରରେ ଭକ୍ତଙ୍କ ଭିଡ ମଧ୍ୟ ଥିଲା । ଏହି ସମୟରେ ମନ୍ଦିର ଭିତରେ ଏକ ଧଳା ପେଚାକୁ ଦେଖିବାକୁ ମିଳିଥିଲା । ବାଦ୍ୟର ତାଳେ ତାଳେ ପେଚା ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଭକ୍ତ ପେଚାର ନୃତ୍ୟଦେଖି ଆତ୍ମବିଭୋର ହୋଇଯ।।ଇଥିଲେ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ କଥା ଆରମ୍ଭ ହୋଇଯ।।ଇଥିଲା । ମନ୍ଦିର ପୂଜକଙ୍କ କହିବା ଅନୁଯ।।ୟୀ, ଗୁରୁବ।।ର ସେ ମନ୍ଦିର କବାଟ ଖୋଲିବା ସମୟରେ ମନ୍ଦିର ଭିତରେ ଦେଖିଥିଲେ ।

Related posts

ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲା; ଭାଇରଲ ଭିଡିଓର ସତ୍ୟତା ନାହିଁ

mahabharatanews

୩୭ ଲକ୍ଷ ଚାଷୀ ପରିବାରକୁ ୭୪୩ କୋଟି ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ନିମ୍ନମାନର କାମ ପାଇଁ ଭୁଷୁଡିଗଲା ଗାର୍ଡୱାଲ୍ ।

mahabharatanews