ଓଡିଶା

ଆଲୋକ ସାହୁ କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ନିର୍ବାଚିତ

କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଭାବେ ଆଲୋକ ସାହୁ ନିର୍ବାଚିତ ହୋଇଥିବାରୁ ସଭାପତି ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅପରପକ୍ଷରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି,ଦୁର୍ଗାଶିଷ ମହାନ୍ତି, ପୂର୍ବତନ ବ୍ଲକ ସଭାପତି ମୋହନ ଚରଣ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ôନାରାଣୀ ଜେନା, ହରିପଦ ବେହେରା, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ଜିଲ୍ଲା ମହିଳା ବିଜେଡି ସଭାପତି ସ୍ନେହପ୍ରଭା ତ୍ରିପାଠୀ, ଲୋପାମୁଦ୍ରା ବାରିକ, ସୁମିତ୍ରା ପାଢୀ, ଦୈତାରୀ ଜେନା, ଅଭିରାମ ବେହେରା, ତ୍ରୈଲୋକ୍ୟ ମହାନ୍ତି,ହେମନ୍ତ ବିଶ୍ୱାଳ, ଅଯୋଦ୍ଧା ବିଶ୍ୱାଳଙ୍କ ସମେତ କେନ୍ଦ୍ରାପଡା ବ୍ଲକର ବିଭିନ୍ନ ପଂଚାୟତର ଦଳର ଛାମୁଆ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ କୃତଜ୍ଞତା ଜଣାଇବା ସହିତ ଶ୍ରୀ ସାହୁଙ୍କୁ ଶୁଭେଛା ଜଣାଇଛନ୍ତି ।

Related posts

ହିଞ୍ଜିଳି ଭାରପ୍ରାପ୍ତ ଥାନାଅଧିକାରୀ ଓ ପୌରପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ସହର ପରିଦର୍ଶର

mahabharatanews

ଆଜି କଟକ ଆସୁଛନ୍ତି ମମତା ବାନାର୍ଜୀ

mahabharatanews

ଭବାନୀପାଟଣା ବାଏପାସ ରାସ୍ତାରେ ଦୁର୍ଘଟଣା, 2ମୃତ

mahabharatanews