Uncategorized

ରାଜ୍ୟସଭାରେ ସରୋଗେସିକୁ ମଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସରୋଗେସି ବିଧେୟକକୁ ମଞ୍ଜୁରୀ ମିଳିଯାଇଛି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଯାବଡେକର ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି, ସରୋଗେସି ବିନିୟମନ ବିଧେୟକକୁ କ୍ୟାବିନେଟରେ ମଞ୍ଜୁରୀ ମିଳି ଯାଇଛି । ଏକ ସଂସଦୀୟ ପ୍ୟାନେଲ ସୁପାରରି କରିଥିଲା କି, କେବଳ ନିକଟତର ସମ୍ପର୍କୀୟ ନୁହଁନ୍ତି ବରଂ ଯେ ସରୋଗେସି କରୁଥିବା ଯେକୌଣସି ମହିଳା ନିଜ ଇଛାରେ ସରୋଗେଟ ହେବାକୁ ଅନୁମତି ଦିଆଯିବା ଦରକାର । ରାଜ୍ୟସଭାର ୨୩ ଜଣିଆ ସଦସ୍ୟତା କମିଟି ଦ୍ୱାରା ସରୋଗେସୀ ବିଧେୟକ ୨୦୧୯ର ୧୫ଟି ବିଭିନ୍ନ କାରଣରୁ ବନ୍ଧ୍ୟତ୍ୱକୁ ମଧ୍ୟ ସାମିଲ କରାଯାଇଛି ।

Related posts

ନୂଆବର୍ଷରେ ଆତଙ୍କୀଙ୍କ ଗୁଳିବର୍ଷା, ନୌସେରାରେ ୨ ଯବାନ ଶହୀଦ

mahabharatanews

ମୋଜା ବିକୁଥିବା ବ୍ୟକ୍ତିଙ୍କ ପୁଅ ଆଜି ମାଇକ୍ରୋସପ୍ଟର ଇଞ୍ଜିନୟର

mahabharatanews

ସଂସଦରେ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews