Uncategorized

ଅ।ଙ୍ଗୁଠିରେ ପଇଡ଼ କଣା କରି ରେକର୍ଡ

(ମହାଭାରତ): ପଇଡ଼ କେତେ ଶକ୍ତ ସମସ୍ତେ ଜାଣନ୍ତି । ଏହାକୁ କାଟିବା ପାଇଁ ଧାରୁଅ । ଅସ୍ତ୍ର ନିହାତି ଅ।ବଶ୍ୟକ । କିନ୍ତୁ ଜଣେ ବ୍ୟକ୍ତି ନିଜ ଅ।ଙ୍ଗୁଠିରେ ପଇଡ଼କୁ କଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ମାର୍ଶାଲ ଅ।ର୍ଟ ମାଷ୍ଟର ହୋ ଏଙ୍ଗ ହୁଇ ଏହି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି । ସେ ପୁଣି ଚାରୋଟି ପଇଡ଼କୁ ମାତ୍ର ୧୨.୧୫ ସେକେଣ୍ଡରେ ଅ।ଙ୍ଗୁଠିରେ କଣା କରି ଗିନିଜ୍ ୱାର୍ଲଡ ରେକର୍ଡ ସେ ସ୍ଥାନ ପାଇଛନ୍ତି । ସେ ଗୋଟିଏ ଥରରେ ପଇଡ଼ କଣା କରି ତା’ମଧ୍ୟସ୍ଥ ପାଣି ବାହାର କରିଦିଅନ୍ତି । ଏହି କାମ କରିବା ପାଇଁ ୧୦ଦିନ ପୂର୍ବରୁ ତୋଳା ଯାଇଥିବା ପଇଡ଼ ବ୍ୟବହାର କରନ୍ତି ।

Related posts

ଓଏନଜିସି ତୈଳ ବିଶୋଧନାଗାରରେ ନିଆଁ

mahabharatanews

କଣ୍ଟେନର ମାଡିଯିବାରୁ ୬ ଜଣଙ୍କ ମୃତ୍ୟୁ

mahabharatanews

ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ନିଷ୍ପତ୍ତି ଠିକ: ସୁପ୍ରିମ କୋର୍ଟ

mahabharatanews