Uncategorized

ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ସୋରିଷ

(ମହାଭାରତ): ସମସ୍ତଙ୍କର ସ୍ୱପ୍ନ୍ନ ଏବଂ ଇଚ୍ଛା ଥାଏ ଯେ ସେମାନଙ୍କ ଜୀବନ ବିନା କୌଣସି ସମସ୍ୟାରେ ସହଜରେ ଅତିବାହିତ ହେଉ କିନ୍ତୁ ଏପରି କେବେବି ହୋଇନଥାଏ । ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କର ଦୁର୍ଭାଗ୍ୟ ସେମାନଙ୍କ ପାଖ ଛାଡିନଥାନ୍ତି ଏବଂ ସମସ୍ୟା ସବୁବେଳେ ଲାଗିକି ରହିଥାଏ । ଏଥିପାଇଁ ବ୍ୟକ୍ତିଙ୍କ ପାଇଁ ବହୁତ କାମିକା ହୋଇଥାଏ ଏହି ଉପାୟ । ଅ ।ଜି ଅ ।ମେ ଅ ।ପଣଙ୍କୁ ଅ ।ପଣଙ୍କୁ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇବାର ଉପାୟ ଜଣାଇବୁୟ ଏହି ଉପାୟ ଅ ।ପଣଙ୍କର ଦୁର୍ଭାଗ୍ୟକୁ ଦୂର କରିବା ସହିତ ଅ ।ପଣଙ୍କୁ ଋଣ ମୁକ୍ତ ମଧ୍ୟ କରିବାରେ ସାହାଯ୍ୟ କରିଥାଏ । ତେବେ ଅ ।ସନ୍ତୁ ଜାଣିବା ସୋରିଷର ଏହି ଉପାୟ ବିଷୟରେ ।
ଦୁର୍ଭାଗ୍ୟ ଦୂର କରିବା ପାଇଁ:
ଏକ ପାଣି ଭର୍ତ୍ତି ପାତ୍ରରେ ସୋରିଷର ପତ୍ରକୁ ପକାଇ ଏହାର ଜଳକୁ ଅଭିମନ୍ତ୍ରିତ କରି ଯେଉଁ ବ୍ୟକ୍ତିଙ୍କୁ ସ୍ନାନ କରିବାକୁ ଦିଅ ।ଯାଏ ତାଙ୍କର ଦରିଦ୍ରତା ଏବଂ ରୋଗ ନଷ୍ଟ ହୋଇଯାଇଥାଏ ।
ଋଣରୁ ମୁକ୍ତି ପାଇବା ପାଇଁ:
ବହୁତ ଲୋକ ଋଣ ପାଇଁ ଚିନ୍ତାରେ ଅଛନ୍ତି । ଋଣରୁ ମୁକ୍ତି ପାଇବା ପାଇଁ ଦୁଇ ମୁଠା କଳା ସୋରିଷ ନିଅନ୍ତୁ । ଚଉଁରା ପୂର୍ବ ଦିଗ ଅ ।ଡକୁ ମୁଁ ରଖି ଡାହାଣ ହାତର ସୋରିଷକୁ ବାମ ଅ ।ଡକୁ ଏବଂ ବାମ ହାତର ସୋରିଷକୁ ଡାହାଣ ଦିଗ ଅ ।ଡକୁ ଫୋପାଡି ଦିଅନ୍ତୁ । ସୋରିଷ ଫୋପାଡିବା ପରେ ସୋରିଷ ତେଲ ପକାଇ ଦୁଇମୁଖା ମାଟି ଦୀପ ଜଳାଇବା ଉଚିତ । କୁହାଯାଏ ଯେ ଏହି ଉପାୟକୁ ପ୍ରଥମ ଶନିବାର କିମ୍ବା ଅମାବାସ୍ୟା ଦିନ କରିବା ଦ୍ୱାରା ଏହା ଲାଭକାରୀ ହୋଇଥାଏ ।

Related posts

ବିକାଶ ଦୁବେ ଏନକାଉଣ୍ଟରରେ ସାମିଲ କନଷ୍ଟେବଲ କରୋନା ପଜିଟିଭ

mahabharatanews

ନାଗରିକତା ସଂଶୋଧନ ବିଲ: ସମର୍ଥନ ଜୁଟାଇବାକୁ ପାକ ହିନ୍ଦୁଙ୍କ ଅନୁରୋଧ

mahabharatanews

ଦେଶରେ ୧୦୭୯୬ କରୋନା ଆକ୍ରାନ୍ତ

mahabharatanews