ଓଡିଶା

ଭଗବାନ ମଧ୍ୟ ହାର ମାନିଲେ

(ଚିତ୍ତରଞ୍ଜନ ସାହୁ, ବରଗଡ): ବରଗଡ ଜିଲ୍ଲାରେ ମହାମାରୀ କରୋନା ଭାଇରସ ପାଇଁ ଜିଲ୍ଲା ସମସ୍ତ ବୋଡ଼ର୍ର ସିଲ ହେଇଯିବା ଫଳରେ ଜିଲ୍ଲାର ଲୋକମାନେ ଅନ୍ୟ ଜିଲ୍ଲାକୁ ଯିବା ଅସମ୍ଭବ ହୋଇପଡିଛି । ସେହିପରି ଜିଲ୍ଲାରେ ପବିତ୍ର ରାମ ନବମୀ ଭଳିଆ ଉତ୍ସବ ମୁଖର ଯାତ୍ରା ବିଲକୁଲ ବନ୍ଦ ହୋଇ ଯାଇଥିବା ବେଳେ ଜିଲ୍ଲାର ବରପାଲିଠାରେ ନିଜେ ନିଜେ ଘରମାନନଙ୍କରେ ପାkòଥିଲେ । ଓଁପ୍ରକାଶ ଅଗ୍ରୱାଲା ତାଙ୍କ ପତ୍ନୀ ଚମ୍ପା ଯେନ ପୁଅ ସୌରଭ ଅଗ୍ରୱାଲ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲଗ ଡାଉନ ଘୋଷଣାକୁ ସମ୍ମାନ ଦେଇ ତିନି ଜଣଙ୍କ ଭିତରେ ଦୂରତ୍ୱ ରଖି ତାଙ୍କ ନିଜ ଘରେ  ବିନା ପୁରୋହିତରେ ରାମ ନବମୀ ପାଳନ କରୁଥିବାର ଦେଖିବାକୁ ମିଳିଥିଲା। ଏ ଭଳି କାର୍ଯ୍ୟକ୍ରମକୁ ବହୁ ଲୋକେ ପ୍ରଶଂସା କରିବା ସହିତ ଲୋକଙ୍କୁ ଗୋଟେ ସଚେତନା ବାର୍ତା ଦେଇଥିବାର ପରିଲକ୍ଷିତ ହୋଇଛି।

Related posts

ଅର୍ପଣ ରଥରୁ ମିଳିଛି ୩ କୋଟି ୬ଲକ୍ଷ ୬୨ହଜାର ୮୧୩ ଟଙ୍କା

mahabharatanews

ଲକ ଡାଉନ ଫଳରେ ମା ମଙ୍ଗଳା ପୀଠ ରେ ଝାମ ଯାତ୍ରା ଫିକା ପଡିଲା

mahabharatanews

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ

mahabharatanews