ଓଡିଶା

ଲକ ଡାଉନ ସମୟରେ ରାତିରେ ପୁରୀ ସହରର ଚିତ୍ର

(ଜୟନ୍ତ କୁମାର ସେଠୀ): ପୁରୀ ସହରରେ ଲକ ଡାଉନକୁ ପୋଲିସ କଡା କଡୀ ଜାରି ରଖିଛି। ଦିନ ହେଉବା ରାତି ପାଟ୍ରୋଲିଂ କରାଯାଉଛି ପୁରୀ ପୋଲିସ ତରଫରୁ। ଲୋକମାନେ କୀଭଳି ଘରୁ ନ ବାହାରିବେ ପୁରୀ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ତେବେ ପୁରୀ ସହରରେ ଆକାଶ ମାର୍ଗରୁ ମଧ୍ୟ ପାଟ୍ରୋଲିଂ କରାଯାଉଛି। ଦୁଇଟି ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପୁରୀ ସହରକୁ ନଜର ରଖାଯାଇଛି। ରାତିରେ ମଧ୍ୟ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପୁରୀ ସହର ଉପରେ ନଜର ରଖାଯାଇଛି। ଏହାର କିଛି ଝଲକ ପୁରୀ ପୋଲିସ ଗଣମାଧ୍ୟମକୁ ଦେଇଛି। ଏବେ ଆସନ୍ତୁ ଦେଖିବା ଲକ ଡାଉନ ସମୟରେ ରାତିରେ ପୁରୀ ସହର କୀଭଳି ଆକାଶରୁ ଦେଖା ଯାଉଚି। ଡ୍ରୋନ୍ କ୍ୟାମେରା ମାଧ୍ୟମରେ କୀଭଳି ପୋଲିସ ପାଟ୍ରୋଲିଂ କରୁଚି।

Related posts

OAS ସ୍ତରରେ ବଡ଼ଧରଣର ଅଦଳବଦଳ : ୧୬୯ ଓଏଏସ୍ ଅଫିସରଙ୍କ ବଦଳି, ୭୯ ତହସିଲରେ ନୂଆ ତହସିଲଦାର

mahabharatanews

ନାରାୟଣପାଟଣାରେ ମାଓ ବ୍ୟାନର ଜବତ

mahabharatanews

ବଢୁଛି ହାତୀ ମୃତ୍ୟୁ ସଂଖ୍ୟା : ଶିମିଳିପାଳରେ ଏକ ମୃତଦେହ ଠାବ  

mahabharatanews