ଓଡିଶା

ଅସ୍ଥାୟୀ ଶିବିର କରି ଗାଡି ଯାଞ୍ଚ୍ କରୁଛି ପୁଲିସ

ଜୟନ୍ତ ସେଠୀ/ ଗୋପ: ବିଶ୍ବ ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଜାରି କରିଛନ୍ତି । ଜରୁରୀ କାର୍ୟ୍ୟ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ହେଲେ କେତକ ଅମାନିଆ ଲୋକ ଏହାକୁ ବେଖାତିରକରି ଗାଡି ଧରି ଚକ୍କର କାଟୁଛନ୍ତି । ଏପରିକି ବିଭିନ୍ନ ୪ଚକିଆ ଯାନ ମଧ୍ୟ ବିନା କାର୍ୟ୍ୟରେ ଯାତାୟତ କରୁଛି । ଏହାକୁ ରୋକିବା ପାଇଁ ଗୋପ ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଗୋପ ମୁଖ୍ୟ ବଜାରରେ ଗୋପ ପୋଲିସ ପକ୍ଷରୁ ଏକ ଅସ୍ଥାୟୀ ଶିବିର ଖୋଲାଯାଇ ୨ଚକିଆ ଏବଂ ୪ଚକିଆ ଯାନଗୁଡିକୁ ଯାଚଂ କରାଯାଉଥିବା ଦେଖିବାକୁ ମିଳିଛି ।

Related posts

ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କୁ ମେଡାଗାସ୍କାର ରାଷ୍ଟ୍ରପତିଙ୍କ ଧନ୍ୟବାଦ

mahabharatanews

ମହିଳାଙ୍କୁ ଅସଦାଚରଣ କରି ଉଠବସ୍ ହେଲେ କଣ୍ଡକ୍ଟର

mahabharatanews

ୟେସ୍ ବ୍ୟାଙ୍କ ଶାଖା ସାମ୍ନାରେ ପୁରୀ ସିପିଆଇଏମର ବିକ୍ଷୋଭ

mahabharatanews