ଓଡିଶା

ଅସହାୟ ମହିଳାଙ୍କୁ ନିଜ ଘରକୁ ପଠାଇ ଉଦାହରଣ ସାଜିଲେ ସୋନପୁର ଆରକ୍ଷି ଅଧିକ୍ଷକ

(ଓମ ପ୍ରକାଶ ମିଶ୍ର ,ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ଲକଡାଉନ ଚାଲଇଥିବା ବଳେ ଜଣେ ଅସହାୟ ମହିଳାଙ୍କୁ ଘରକୁ ଯିପା ପାଇଁ ସହାର୍ଯ୍ୟ କରିଛଡ଼୍ତି ସୋନପୁର ଆରକ୍ଷି ଅଧିକକ୍ଷ । ଲକଡାଉ ଯୋଗୁଁ ଏବେ ସମସ୍ତ ଯାନବାହାନ ଯାତାୟତ ବନ୍ଦ ରହିଛି । ଯେଉଁଥି ପାଇଁ ଗତ କିଛି ଦିନ ତଳେ ଜିଲ୍ଲା ଆରକ୍ଷି ଅଧିକ୍ଷକ ପେଟ୍ରୋଲିଂ କରୁଥିଲେ ।୧ ଏହି ସମୟରେ ସେ ବୁଢାରାଜ ଛକ ନିକଟରେ ଅସହାୟ ଅବସ୍ଥାରେ ପଡିରହିଥିବା ଜେଷର ମହିଳାଙ୍କୁ ଦେଖି ଅଟକି ଥିଲେ । ଅରାକ୍ଷି ଅଧିକ୍ଷକ ତାଙ୍କୁ ପଚରାଉଚରା କରିବାରୁ ଜାଣିବାକୁ ପାଇଥିଲେ କି ସେ ମହିଳାଙ୍କ ଘର ବରଗଡ ଜିଲ୍ଲା ଗର୍ଭଣା ଗାଁର । ତାଙ୍କ ନାଁ ସୁରୁବାଇ ମିଶ୍ର ।ଲକଡାଉ ଯୋଗୁଁ ସେ ଏଠାରେ ଫସି ରହିଥିଲେ । ଏନେଇ ସେ ଆରକ୍ଷି ଅଧିକ୍ଷକ ବରଗଡ ସହ ଯୋଗାଟେଗ କରି ଛଖ୍ତ ମହିଳାଙ୍କୁ ତାଙ୍କ ଗାଁକୁ ପଉଠାଇ ଏକ ଉଦାହାରଣ ସୃଷ୍ଟି କରିଛନ୍ତି ।

Related posts

ଅସୁରକ୍ଷା ମଧ୍ୟରେ ଖଜୁରୀଡିହା ସଙ୍ଗରୋଧ କେନ୍ଦ୍ରର ପ୍ରବାସୀ

mahabharatanews

ସମ୍ବଲପୁର ହସ୍ତଶିଳ୍ପକୁ ପ୍ରସାର କରୁଛନ୍ତି ସମିତ୍

mahabharatanews

ଯୁବକଙ୍କ ଅର୍ଦ୍ଧ ଲଗ୍ନ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ସନ୍ଦେହ

mahabharatanews