Uncategorized

ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସରେ ଭାଗନେଲେନି କେଳର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରୁଛନ୍ତି । ଦେଶରେ କରୋନାର ସ୍ଥିତି ଓ ଲକ୍‌ଡାଉନ୍‌ ନେଇ ଆଲୋଚନା କରୁଛନ୍ତି। ଏହି ଅବସରରେ କରୋନା ସଂକ୍ରମଣ ଉପରେ ମଧ୍ୟ ବିସ୍ତୃତ ଚର୍ଚ୍ଚା ହୋଇଛି। କିନ୍ତୁ ଏହି ଆଲୋଚନାରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଯୋଗ ଦେଇନାହାନ୍ତି। ତାଙ୍କ ବଦଳରେ ରାଜ୍ୟର ମୁଖ୍ୟ ସଚିବ ଏଥିରେ ଯୋଗଦେଇଛନ୍ତି । ଦେବା ଜରୁରୀ ମନେ ହୋଇ ନ ଥିବାରୁ ସେ ଏଭଳି କରିଥିବା କହିଛନ୍ତି।

ସୂଚନାଯୋଗ୍ୟ, କେରଳରେ ଆଜି ସକାଳ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୫୮ ରହିଛି। ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ୩୦୦ରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related posts

ଅବଦୁଲ୍ଲା ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଧ

mahabharatanews

ଆତଙ୍କୀ ଫଣ୍ଡିଂ ମାମଲାରେ ହାଫିଜ ସଇଦକୁ ଜେଲ ଦଣ୍ଡାଦେଶ

mahabharatanews

କରୋନା କବଜାରେ ସିଆରପିଏଫର ୬୮ ଯବାନ

mahabharatanews