ଓଡିଶା

ବଜ୍ରକ୍ଷଘାତରେ ମୃତ୍ୟୁ ହୋଇଥିବା ପରିବାରକୁ ସମବେଦନା ଜଣାଇଲେ ମନ୍ତ୍ରୀ

(ଦୀପକ ମିଶ୍ର / ଉଦଳା): ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡ଼ପଥରା ଗ୍ରାମରେ ବଜ୍ରକ୍ଷଘାତରେ ମୃତ୍ୟୁ ବରଣ କରିଥିବା ତିନି ଯୁବକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ଆଜି ବଡ଼ପଥରକ୍ଷ ଗ୍ରାମକୁ ଗସ୍ତ କରି ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟି ସମବେଦନକ୍ଷ ଜଣାଇବା ସଙ୍ଗେ ସଙ୍ଗେ ରେଡକ୍ରସ ପାଣ୍ଠିରୁ ତିନି ପରିବାରକୁ ଦସହଜକ୍ଷର ଟଙ୍କା ଲେଖାଏଁ ଆର୍ଥିକ ରାଶି ଚେକ ଜରିଆରେ ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କ ସମେତ ରାଜ୍ୟ ଶୋଭା ସାଂସଦ ମମତକ୍ଷ ମହାନ୍ତ, ବରିପଦା ବିଧାୟକ ପ୍ରକାଶ ସୋରେନ, କପ୍ତିପଦା ଉପଜିଲ୍ଲାପାଳ ଭଗବାନ ବେହେରା, ଖୁଣ୍ଟା ଗୋଷ୍ଠୀ ଉନୟନ ଅଧିକାରୀ, ଖୁଣ୍ଟା ବ୍ଲକ ଅଧକ୍ଷ ଶୋକାକୁଳ ପରିବାର ଵର୍ଗଙ୍କୁ ଗଭୀର ସମବେଦନକ୍ଷ ଜଣାଇଥିଲେ ।

Related posts

ଉଦଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

mahabharatanews

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ

mahabharatanews

୧୩ରେ ପ୍ରବଳ ବର୍ଷା ସମ୍ଭାବନା; ‘ୟେଲୋ’ ଓ୍ଵାର୍ଣ୍ଣିଂଜାରି

mahabharatanews