ଓଡିଶା

ଖବର ପ୍ରସାରଣ ପରେ ନିର୍ମାଣ କାର୍ୟ୍ୟ ଆରମ୍ଭ

ହିଞ୍ଜିଳିକାଟୁ: ରାଜ୍ୟର ସରକାର ରାଜ୍ୟ ତଥା ଲୋକଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରୁଛନ୍ତି । କିନ୍ତୁ ଏହି ନିର୍ମାଣର ଉପଯୁକ୍ତ ତଦାରଖ ଅଭାବରୁ ଠିକାଦାର, ଯନ୍ତ୍ରୀ, ମନ୍ତ୍ରୀ ଅର୍ଥ ହରିଲୁଟ କରୁଛନ୍ତି । ତେଣୁ ବିଭିନ୍ନ ପ୍ରକଳ୍ପ ଅର୍ଥ କିପରି ବିନିଯୋଗ ହୋଉଛି ତାହା ପଦାରେ ପଡିଥିଲା ଶୁକ୍ରବାର ଅପରାହ୍ନରେ ବର୍ଷା ପବନ ରେ ହିଞ୍ଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ନୂତନ ଭାବେ ୮ କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ରେ ନିର୍ମାଣ ହୋଇଥିବା ଇନଡୋର ଷ୍ଟାଡିୟମ୍ ଉଦ୍ଘାଟନ ହେବା ପୂର୍ବରୁ ଷ୍ଟାଡିୟମ୍ ସମ୍ମୁଖ ଭାଗର ଟାଇଲ୍ସ,ବିଲ୍ଡିଂ ଗ୍ଲାସଓ୍ବାଲ୍ ଖସି କ୍ଷତିଗ୍ରସ୍ତ ହୋଇଛି। ଷ୍ଟାଡିୟମ୍ ବ୍ୟବହାର ହୋଇନଥିବା ବେଳେ ଏଭଳି ଘଟଣାକୁ ଖବର କ୍ସରକ୍ଟ୍ରକ୍ଟକ୍ସଗ୍ଧରକ୍ସଗ୍ଦ ଗ୍ଧକ୍ଟୟବଚ୍ଚ ପ୍ରସାରଣ ହେଵା ପରେ ଏ ନେଇ ବିଭିନ୍ନ ମହଲ ରେ ଅନେକ ଚର୍ଚ୍ଚା ଜୋର ଧରିଥିଲ ଏହା ପରେ ଆଜି ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି ସତ ତେବେ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପୁଣି ଏହାର ଦୀର୍ଘ ସ୍ଥାୟୀତ୍ବକୁ ନେଇ ବୃଦ୍ଧିଜିବୀ ଓ କ୍ରୀଡାବିତ ମହଲ ରେ ସନ୍ଦେହ ପ୍ରକାଶ ପାଇଛି।ଏଠି ପ୍ରଶ୍ନ ଉଠେ କି କଣ ରାଜ୍ୟର ମୁଖିଆ ନଗର ଏପରି ଅଣ ଦେଖା ହୁଏତ ଅନ୍ୟ କାର୍ୟ୍ୟ କିପରି ହୋଉଥିବ ବୋଲି ଲୋକଙ୍କ ମନରେ ଉଙ୍କି ମାରୁଛି।

Related posts

ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଆଗାମୀ ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା  

mahabharatanews

ଭୁବନେଶ୍ୱରରୁ ଆଉ ୬୦ କରୋନା ପଜିଟିଭ ଚିହ୍ନଟ

mahabharatanews