Uncategorized

ବଢ଼ିଲା ଲକଡାଉନ ଅବଧି, ମେ ୨୯ ଯାଏଁ ବଢାଇଲେ ତେଲେଙ୍ଗାନା ସରକାର

(ମମତା ସାମଲ ): ବଢ଼ିଲା ଲକ ଡାଉନ ଅବଧି। ସାରା ଦେଶରେ ମେ ୧୭ ଯାଏଁ ଲକ ଡାଉନ ବଳବତ୍ତର ରହିଛି। କିନ୍ତୁ ତେଲେଙ୍ଗାନା ସରକାର ଏହାକୁ ଆହୁରି ୧୨ଦିନ ବଢ଼ାଇଛନ୍ତି ।ତେଲେଙ୍ଗାନରେ ମେ ୨୯ ଯାଏଁ ଲକ ଡାଉନ ରହିବ। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟି ରେ ରଖି ତେଲେଙ୍ଗାନା ସରକାର ଏହିପରି ପଦକ୍ଷେପ ନେଇଛନ୍ତି।

Related posts

ଲଶ୍କର ସହଯୋଗୀ ଜହୁର ୱାନି ସମେତ ୫ ଗିରଫ

mahabharatanews

କାଶ୍ମୀର ସାମାଜିକ କର୍ମୀ, ଲୋକଙ୍କ ସହ ୧୬ ଜଣିଆ ପ୍ରତିନିଧି ମଣ୍ଡଳିର ଆଲୋଚନା

mahabharatanews

ଆଇନ ଛାତ୍ରୀ ଯୌନ ଶୋଷଣ ମାମଲା,ଚିନ୍ମୟାନନ୍ଦଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା

mahabharatanews