ଓଡିଶା

୧ରୁ ୧୫ ଜୁଲାଇ ମଧ୍ୟରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

(ମମତା ସାମଲ ): ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି । ଏହି ପରୀକ୍ଷା ୧ ଜୁଲାଇରୁ ୧୫ ଜୁଲାଇ ମଧ୍ୟରେ ହେବ । କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଏନେଇ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିବିଏସଇ ପରୀକ୍ଷାକୁ ନେଇ ବହୁଦିନରୁ କଳ୍ପନାଜଳ୍ପନା ଲାଗି ରହିଥିଲା । କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକ୍-ଡାଉନ ଲାଗୁ ହୋଇଥିଲା, ଫଳରେ ଅଧାରୁ ପରୀକ୍ଷା ସ୍ଥଗିତ ହୋଇଥିଲା ।

Related posts

ଦୁର୍ନୀତିଗ୍ରସ୍ଥ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ, ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

mahabharatanews

ଆଜି ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ

mahabharatanews

୨୪ ଘଣ୍ଟାରେ ରାଜ୍ୟରୁ ୪୦ କରୋନା ସଂକ୍ରମିତ ଚିହ୍ନଟ

mahabharatanews