Uncategorized

ମହାରାଷ୍ଟ୍ରରେ ୧୦୦୧ ପୁଲିସ କର୍ମଚାରୀ ସଂକ୍ରମିତ

ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ହୁ ହୁ ହୋଇ ବଢିଚାଲିଛି । ଏହା ମଧ୍ୟରେ ମହାରାଷ୍ଟ୍ରରେ ସ୍ଥିତି ସଂଗୀନ ହୋଇ ପଡିଛି । ମହାରାଷ୍ଟ୍ରରେ ସ୍ଥିତି ଏପରି ହୋଇଛି କି ଏଠାରେ କରୋନା କବଜାରେ ରାଜ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ରାଜ୍ୟରେ ପ୍ରାୟ ୧,୦୦୧ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି । ସେଥିମଧ୍ୟରୁ ୮୫୧ଟି ସକ୍ରିୟ ମାମଲା ରହିଥିବାବେଳେ ୧୪୨ଜଣ ସୁସ୍ଥ ହୋଇଛନ୍ତି। ଏହା ସହ ମହାରାଷ୍ଟ୍ରର ୮ଜଣ ପୁଲିସ କର୍ମଚାରୀ ରେ ମୃତ୍ୟୁବରଣ କରିଛନ୍ତି।

Related posts

ପେରୁରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ଆସିକା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ

mahabharatanews

ସାମ୍ନାକୁ ଆସିଲେ କିମ ଜୋଙ୍ଗ: ଏକ କମ୍ପାନୀର ଉଦ୍ଘାଟନୀ ଉତ୍ସବରେ ସାମିଲ

mahabharatanews