ଓଡିଶା

କୋରନା ଯୋଦ୍ଧା ହୋମଗାର୍ଡ ଗୈ।ରୀ ବେହେରାଙ୍କୁ ଆଥିର୍କ ସାହାଯ୍ୟ ପ୍ରଦାନ

(ଜୟନ୍ତ ସେଠି/ ଗୋପ): କୋରନା ଯୋଦ୍ଧା ହୋମଗାର୍ଡ ଗୈ।ରୀ ବେହେରାଙ୍କୁ ତାଙ୍କ ନିଷ୍ଠାପର କର୍ତ୍ତବ୍ୟ ପାଇଁ ସାରା ରାଜ୍ୟ ତଥା ଦେଶର ନାମ ରଖିଛନ୍ତି । ଗୈରୀ ଯେଉଁ ଭଳି ଭାବରେ ନିଜର ଦାୟିତ୍ଵ ତୁଲାଇଛନ୍ତି ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି କହିଥିବା ସହିତ ଗୈ।ରୀଙ୍କର ଏଭଳି କାର୍ୟ୍ୟପାଇଁ ତାଙ୍କୁ ପୁରୀ ଏସପିଙ୍କ ନିଦ୍ଦେର୍ଶ ରେ ଜିଲ୍ଲା ପୁଲିସ ହୁମଗାଡ ମହାସଂଘର ସଭାପତି ଶୁଭାସୁ ଶେଖର ପ୍ରଧାନ ସହିତ ସଂଘର ଉପ ସଭାପତି, କର୍ମଚାରୀ, ସ୍ଥାନୀୟ ସରପଚଂ ଗୌରୀର ଗ୍ରାମ ପିପିଲି ସଂପୁର ଯାଇ ସମବେଦନା ଜଣାଇବା ସହିତ ଆଥିର୍କ ସାହାଯ୍ୟ ପ୍ରଦାନ କରିଛନ୍ତି । ସୂଚନାଥାଉକି ଗୈ।ରୀ କୋରୋଣ ସମୟରେ ଡ୍ୟୁଟି କରୁଥିବା ସମୟରେ ନିଜ ୧୩ ବର୍ଷ ର ଝିଅର ମୃତ୍ୟୁ ଖବର ପାଇଥିଲେ ଏବଂ ଦୁଃଖକୁ ଚାପିଧରି ଆଜି ପଯ୍ୟନ୍ତ କାର୍ୟ୍ୟକ୍ରମରେ ପଛକୁ ଫେରିନାହାନ୍ତୀ ।

Related posts

ବାଳ ସଂସ୍କାର ଯୋଗ ଶିବିରର ଉଦଯାପନୀ ଉତ୍ସବ

mahabharatanews

ବୌଦ୍ଧରେ ବନବିଭାଗ ପକ୍ଷରୁ ‘ଗଜ ସାଥି’ ଓ ‘ବିଦ୍ୟୁତ ପ୍ରହରୀ’ ତାଲିମ ଶିବିର

mahabharatanews

ଅଗ୍ନିକାଣ୍ଡରେ ୨୦ ବଖରା ଭସ୍ମିଭୂତ

mahabharatanews