ଓଡିଶା

ଅମ୍ଫାନ ସାଇକ୍ଲୋନ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାର ଜାରି ରହିଛି ବର୍ଷା

ମୋନାଲିସା ମିଶ୍ର:-ସାଇକ୍ଲୋନ ଅମ୍ଫାନର ପ୍ରଭାବରେ ଧୀରେ ଧୀରେ ପ୍ରଭାବିତ ହେଉଛି ରାଜ୍ୟ। ତେବେ,ଢେଙ୍କାନାଳ ଜିଲ୍ଲାରେ ବର୍ଷା ସାଙ୍ଗକୁ କିଛି ସ୍ଥାନରେ ପବନ ସାଙ୍ଗକୁ ଅନ୍ୟକିଛି ସ୍ଥାନ ମାନଙ୍କରେ ସାମାନ୍ୟ ଧରଣର ପବନ ହେଉଛି। କିନ୍ତୁ ଅମ୍ଫାନ ପ୍ରଭାବରେ ବର୍ଷା ଜାରି ରହିଛି । ଏହି ସାଇକ୍ଲୋନ ବା ବାତ୍ୟାର ପ୍ରଭାବରେ ଗତ କାଲି ରାତି ଠାରୁ ଆରମ୍ଭ ହୋଇଯାଇଛି ଲଗାଣ ବର୍ଷା।ଏପଟେ,ଅମ୍ଫାନର ପ୍ରକୋପରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି।

Related posts

ବଦଳିବ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ!

mahabharatanews

କେବେ ଅପରାଜିତାଙ୍କ ପିଛା ଛାଡିବ ବିରୋଧ?

mahabharatanews

କରୋନା ସତର୍କତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ

mahabharatanews