Uncategorized

ପ୍ରୟାଗରାଜ ବୈଦ୍ୟୁତିକ ଉପକରଣ ବଜାରରେ ଅଗ୍ନିକାଣ୍ଡ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜ ରେ ଥିବା ବୈଦ୍ୟୁତିକ ଉପକରଣ ବଜାରରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ପୂର୍ବାହ୍ନରେ ପ୍ରୟାଗରାଜର ଜନସନ ଗଞ୍ଜରେ ଥିବା ବୈଦ୍ୟୁତିକ ଉପକରଣ ବଜାରରେ ନିଆଁ ଲାଗିଯାଇଥିଲା । ସୂଚନା ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୁଲିସ ଓ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ନିୟୋଜିତ ଥିଲେ । ଏହି ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଏଥିରେ ହୋଇଥିବା କ୍ଷୟକ୍ଷତି ଓ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ ।

Related posts

ସିଏଏ ହିଂସା: ଲୋକଙ୍କଠୁ ୮୮ କୋଟି ଭରଣା କରିବ ରେଳବାଇ

mahabharatanews

ନାଗରିକତା ସଂଶୋଧନ ବିଲ୍କୁ ବିରୋଧ

mahabharatanews

ସତ୍ୟବାଦୀ ବିଜେଡିର ପ୍ରତିଷ୍ଠା ଦିବସରେ ଯୋଗଦେଲେ ପର୍ୟ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

mahabharatanews