ଓଡିଶା

କରୋନା: ସୁଆର ମହାସୁଆରଙ୍କ ନିମନ୍ତେ ସଚେତନା କାର୍ଯ୍ୟକ୍ରମ

(ମହାଭାରତ): ଆଜି ସୁଆର ମହାସୁଆର ସେବକମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ନୀଳାଦ୍ରୀ ଭକ୍ତ ନିବାସ ସେବା କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀମନ୍ଦିର ପ୍ରଶାସନକ ଉନ୍ନୟନ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲ୍ଲାପାଳ ବିନୟ କୁମାର ଦାଶ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନୀଳକଣ୍ଠ ମିଶ୍ର ଓ ଉପସ୍ୱାସ୍ଥ୍ୟ ଅଧିକାରୀ ଦେବୀ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସେଠାରେ ଥିବା ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ସୁଆର ମାହାସୁଆରମାନଙ୍କୁ କରୋନା ସଂପର୍କିତ ସଚେତନ କରାଇଥିଲେ ।

Related posts

ଏତେ ସବୁ ପରେ ନିଜକୁ ନିର୍ଦ୍ଦୋଶ କହୁଛନ୍ତି ଆକାଶ

mahabharatanews

ଆସୁଛି ରାକ୍ଷୀ ପୂର୍ଣ୍ଣିମା, ବଜାରରେ ପ୍ରବଳ ଭିଡ଼

mahabharatanews

ସମଲ ଠାରେ ଚାଲିଛି ମା’ ତାରିଣୀ ଙ୍କ ଚଇତି ପର୍ବ

mahabharatanews