ଓଡିଶା

କେନ୍ଦ୍ରାପଡ଼ାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚନ୍ଦ୍ର ଦାସଙ୍କୁ ସ୍ୱର୍ଗଦ୍ୱାରରେ ଗାଡ୍ ଅଫ ଅନର୍

(ଗୋପ/ଜୟନ୍ତ ସେଠି): କେନ୍ଦ୍ରାପଡ଼ାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚନ୍ଦ୍ର ଦାସଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କର ପ୍ରାଥୀବ ଶରୀର ପୁରୀ ସ୍ୱର୍ଗଦ୍ୱାର ଆସିଥିଲା। ତାଙ୍କୁ ସ୍ୱର୍ଗଦ୍ୱାରରେ ଗାଡ୍ ଅଫ ଅନର୍ ଦିଆ ଯାଇଥିଲା। ଏଥି ସହିତ ସ୍ୱର୍ଗଦ୍ୱାରରେ ତାଙ୍କୁ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା, ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ରିଜର୍ଭ ଇନ୍ସପେକ୍ଟର ଚନ୍ଦ୍ରଶେଖର ଦାଶ, ଜିଲ୍ଲା ସଂସ୍କୁତି ଅଧିକାରୀ ଅରବିନ୍ଦ ଦାଶ, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଗ ସୁବାସୀଷ ଖୁଣ୍ଟିଆ ଉପସ୍ଥିତ ଥିଲେ। ସ୍ୱାଧୀନତା ସଂଗ୍ରାମୀ ନକୁଳ ଚନ୍ଦ୍ର ଦାସଙ୍କ ବଡ଼ ପୁଅ ବିଜୟ କୁମାର ଦାସ ମୁଖାଅଗ୍ନି ଦେଇ ରୀତିନୀତି ଅନୁସାରେ ସମସ୍ତ କାର୍ୟ୍ୟଶେଷ କରିଥିଲେ।

Related posts

ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରଙ୍ଗପୁର ପୋଲିସ ଜିଲ୍ଲାର ଶୁଭ ଉଦଘାଟନ

mahabharatanews

ଶବ ବ୍ୟବଛେଦ ଘରେ ଚାଲିଛି ଅସାମାଜିକ କାର୍ଯ୍ୟ

mahabharatanews

ସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଲା ବିଜେଡି

mahabharatanews